ଠକେଇ କଲେ କଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ନାଁ ନେଇ ବି ଲୁଟୁଥିଲେ।

ଭୁବନେଶ୍ୱର ବାସିନ୍ଦା ହେଉଛନ୍ତି ଅନୀଲ ମହାନ୍ତି। ସିଏ ପେସାରେ ଜଣେ ବ୍ୟବସାୟୀ। ତାଙ୍କ ନାଁରେ ଦୁଇଟି କମ୍ପାନୀ ରେଜିଷ୍ଟ୍ରେସନ୍‌ ହୋଇଛି। ପଟିଆରେ ଖୋଲିଛନ୍ତି ଅଫିସ୍‌। ଚର୍ଚ୍ଚା ହେଉଛି…

ଭୁବନେଶ୍ବର: ହଷ୍ଟେଲରୁ ଫୁଡ୍‌ ବ୍ଲଗର ଯୁବତୀଙ୍କ ମୃତଦେହ ଉଦ୍ଧାର

ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ରୁ ଉଦ୍ଧାର-ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ଇନଫୋସିଟି ପୋଲିସ-ମୃତ୍ୟୁର କାରଣ ଜଣାପଡ଼ିନି, ହତ୍ୟା ଅଭିଯୋଗ କଲେ ପରିବାର-ଯୁବତୀ ଜଣଙ୍କ…

କାର୍ଯ୍ୟରତ ଏଏସ୍‌ଆଇ ରେଣୁ ପ୍ରସାଦ ପଟ୍ଟନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାଇ ତେନ୍ତୁଳିଖୁଣ୍ଟି କାର୍ଯ୍ୟରତ ଥାନା ଏଏସ୍‌ଆଇ ଗତ ସୋମବାର ଦିନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ। ଏହା ପରଠୁ ଆଉ ଘରକୁ ଫେରିନଥିଲେ। ଆଜି ତେନ୍ତୁଳିଖୁଣ୍ଟି…

ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ କାନ୍ଦିଲେ ଲାଞ୍ଚୁଆ ଅଫିସର୍…..

ଛାଡିଦେବାକୁ କାନ୍ଦିକାନ୍ଦି ଭିଜିଲାନ୍ସକୁ ହେଲେ ନେହୁରା । ବୌଦ୍ଧରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ୨ ବୟନ ଶିଳ୍ପ ଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ବୌଦ୍ଧ ବୟନ ଶିଳ୍ପ କାର୍ଯ୍ୟାଳୟର…

ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର,ମାଡ଼ିବସିଲା ଭିଜିଲାନ୍ସ!

ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍‌ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର…

ପେସାରେ କଂସେଇ। ହେଲେ କାର୍ଯ୍ୟରେ ବି ସାଜିଲା କଂସେଇ।

ପରକୀୟା ପ୍ରୀତି କାରଣରୁ ପ୍ରେମିକାକୁ ହତ୍ଯା କରି ୫୦ ଖଣ୍ଡ କଲା ପ୍ରେମିକ। ଗତ ନଭେମ୍ବର ୮ ତାରିଖରେ ହତ୍ଯାକାଣ୍ଡ ଘଟିଥିବାବେଳେ ଏବେ ପଦାକୁ ଆସିଛି। ହତ୍ଯା…

ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

କେନ୍ଦୁଝର: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍‌ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌ଭୁବନେଶ୍ବର, କେନ୍ଦୁଝର, ଯାଜପୁର ସମେତ ୭ଟି…

ଏଟି ମାମଲାରେ ଚାର୍ଜଫ୍ରେମ୍‌

ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍‌ କରିଛି…

ମଟନ୍‌ ପାଇଁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ୩ ଜଣ

ଉତ୍ତରପ୍ରଦେଶର ବହେରାଇଚ୍‌ର ମଟେରା ଥାନା ଇଲାକାରେ ଘଟିଥିବା ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ତାଜ୍ଜୁବ୍‌ କରିଦେଇଛି । ସେଠାରେ ଥିବା କିଷନପୁରରେ ରହୁଥିବା ଏକ ମୁସଲମାନ୍‌ ପରିବାରରେ…

ସ୍ୱାମୀ ସ୍ତ୍ରୀ କୁ ମନାଇବାକୁ ଯାଇ, ସ୍ତ୍ରୀ ଠାରୁ ଖାଇଲେ ଠେଙ୍ଗା ପାହାର, ଥାନରେ ମାମଲା।

ଫୋକସ ପ୍ଲସ (କିଶୋରନଗର): ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗତିକୃଷ୍ଣପୁର ଗ୍ରାମରେ ସ୍ତ୍ରୀଙ୍କ ଠେଙ୍ଗା ମାଡ଼ରେ ସ୍ବାମୀ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ସ୍ବାମୀ ଜିତେନ…

ସାମ୍ବାଦିକ କୁ ଆକ୍ରମଣ କରିଥିବା ରେଞ୍ଜର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ଅଫିସ ଖୋଲି ଦେଇ ମଦ ଭାଟିରେ ମଦ ପିଉଥ‌ିବା ଖବର ବାଜିବାରୁ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଏ ଉତ୍ପାତ ରେଞ୍ଜରଙ୍କୁ ଚିହ୍ନି ରଖନ୍ତୁ ଢେଙ୍କାନାଳବାସୀ । ଢେଙ୍କାନାଳ…

ଗଛ ଲଗାଇବା ନାଁ ରେ ଲୁଟ କଲେ, ଖବର ପ୍ରସାରଣ କରିବାରୁ କାଠ ମାଫିଆଙ୍କୁ ଧରି ସବୁ ସୀମା ଟପିଗଲେ ରେଞ୍ଜର!

ଭୁବନେଶ୍ୱର,4/10( ଫୋକସ ପ୍ଲସ ବ୍ୟୁର ) : ଅଫିସ ଖୋଲି ଦେଇ ମଦ ଭାଟିରେ ମଦ ପିଉଥ‌ିବା ଖବର ବାଜିବାରୁ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଏ ଉତ୍ପାତ…