ଫ୍ଲିପକାର୍ଟରୁ ଆଇଫୋନ୍ ମଗାଇଲେ, ପରେ ତଣ୍ଟି ଚିପି ମାରିଦେଲେ !
ଲକ୍ଷ୍ମୌ : ମହଙ୍ଗା ପଡିଲା ଗ୍ରାହକଙ୍କୁ ଡେଲିଭରି କରିବା । ଅକାଳରେ ଚାଲିଗଲା ଜଣେ ଡେଲିଭରି ବୟ ର ଜୀବନ। ଜଣେ ଗ୍ରାହକ ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ।…
Breaking And Latest News Of Odisha
ଲକ୍ଷ୍ମୌ : ମହଙ୍ଗା ପଡିଲା ଗ୍ରାହକଙ୍କୁ ଡେଲିଭରି କରିବା । ଅକାଳରେ ଚାଲିଗଲା ଜଣେ ଡେଲିଭରି ବୟ ର ଜୀବନ। ଜଣେ ଗ୍ରାହକ ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ।…
ଭୁବନେଶ୍ୱର : ବଡ ଖବର ଶେଷରେ ବହୁ ଚର୍ଚ୍ଚିତ ଭରତପୁର ଥାନାରେ ଆଜି ଲାଗିଲା ସିସିଟିଭି। ଏଣିକି କଏଦ ହେବ ଥାନା ଭିତରେ ଘଟୁଥିବା ସମସ୍ତ ଦୃଶ୍ୟ।…
ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା…
ନୂଆଦିଲ୍ଲୀ : ସୁରକ୍ଷିତ ନାହିଁ ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲ। ହ୍ୟାକରଙ୍କ ନଜରରେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲ। ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଏବଂ ସଂସ୍ଥାର ସୋସିଆଲ ମିଡିଆ…
ସମ୍ବଲପୁର ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ରିଲ୍ସ ସହ ଅନେକ ଆଲବମ କରି ପଶ୍ଚିମ ଓଡିଶାରେ…
ଭୁବନେଶ୍ୱର, ୧୯/୦୯: ଆଉ ନାହାଁନ୍ତି ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସନା ବାନୋ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଆସିଥିବା…
ବ୍ରହ୍ମପୁର: ବେଆଇନ୍ ଗୁଟ୍ଖା କାରଖାନାରେ ରେଡ୍, ୫ ଅଟକ।ବାଉଁଶିଆପଲ୍ଲୀ ଗୁଟ୍ଖା କାରଖାନାରେ ସଦର ଥାନା ପୋଲିସର ରେଡ୍।ବିପୁଳ ପରିମାଣର ଗୁଟ୍ଖା ପ୍ରସ୍ତୁତି ସାମଗ୍ରୀ ଜବତ କଲା ପୋଲିସ।
କଟକ : ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ବର୍ବରତାର ସବୁ ସୀମା ଟପିଗଲେ ୨ ପୁଅ। ମା ପୁଅର ପବିତ୍ର ସମ୍ପର୍କକୁ ଭୁଲିଗଲେ ୨ ସଇତାନ…
କୋଲକାତା RG କର ମେଡିକାଲରେ ଘଟିଥିବା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ଲୋକମାନଙ୍କ ମନରେ ଲିଭିନଥିବା ବେଳେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି…
କୋଲକାତା : ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ନୂଆ ସସ୍ପେନ୍ସ । ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ନିଜ ଓକିଲ…
କୋଲକାତା : ପାରିତ ହେଲା ଐତିହାସିକ ବିଲ ‘ଅପରାଜିତା’। ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ ନୂଆ…
ଉତ୍ତର ପ୍ରଦେଶ : ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ସଇତାନ ସାଜିଲା ବାପା। ନିଜ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା।…