Breaking newsଅପରାଧ ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ Sukanta NayakNovember 27, 2024 କେନ୍ଦୁଝର: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ଭୁବନେଶ୍ବର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍
୫ ମାସ ପରେବି ପତ୍ତା ମିଳୁନାହିଁ ନିଖୋଜ ଖାସିରାମ ବିନ୍ଧାଣୀ ଫୋକସ ପ୍ଲସ 4/10/22(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ କଣ୍ଟା ବଣିଆ ଥାନା ଅଧିନସ୍ଥ ୫୫ନଂ ଜାତୀୟ ରାଜପଥର ଓଭର ବ୍ରିଜ୍ ତଳେ ଏକ ହାଟିଙ୍ଗରେ…
ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ଜୀବନ । ଟାଙ୍ଗୀ,କଟକ 14/01/2024: ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଗତକାଲି ଫ୍ୟାମିଲ ପ୍ଲାନିଙ୍ଗ ଅସ୍ତ୍ରପ୍ରଚାର ଚାଲିଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଥିଲେ । ତାଙ୍କୁ ଟାଙ୍ଗୀ ଗୋଷ୍ଠୀ…
ଶ୍ରୀମନ୍ଦିରରେ ଠେଲା ପେଲା ପୁରୀରେ ଭକ୍ତଙ୍କ ମଧ୍ୟରେ ଠେଲା ପେଲା। ବ୍ୟାରିକେଡ ଭାଙ୍ଗି ପଶିଲେ ଭକ୍ତ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଜୋରଦାର ଭିଡ। ଉତ୍ତର ଦ୍ୱାର ନିକଟରେ ଭକ୍ତ ଠେଲା…