Breaking newsଅପରାଧ Breaking news:ଯୁବତୀଙ୍କୁ ଛୁରା ମାଡ଼! Sukanta NayakJanuary 6, 2025 କଟକ ମାଣିକ ଘୋଷ ବଜାରରେ ଛାତ୍ରୀଙ୍କୁ ଛୁରାମାଡ଼ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଛୁରାମାଡ଼ କରି ଯୁବକ ଫେରାରଗୁରୁତର ଛାତ୍ରୀ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତରିତଆକ୍ରମଣର କାରଣ ଅସ୍ପଷ୍ଟ, ପୁରୀଘାଟ ପୋଲିସର ତଦନ୍ତ ଜାରି
ପ୍ରେମ ପରେ ପ୍ରତାରଣା ଏବଂ ପ୍ରତାରଣାରେ ପ୍ରତିଶୋଧ • ପ୍ରେମରୁ ଆରମ୍ଭ,ଗୁଳି କାଣ୍ଡରେ ଶେଷ • ପ୍ରେମ ପତାରଣା କରି ଆଦିବାସୀ ଯୁବତୀଙ୍କୁ ଗୁଳି କଲା ବିବାହିତ ଯୁବକ • ଗୁଳିକରି ୫ ଦିନ ଧରି…
ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ ସୁଭଦ୍ରା ପୋର୍ଟାଲକୁ ନେଇ ବଡ଼ ଅପଡେଟ ଆସିଛି । ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବ । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି…
୩ ଘଣ୍ଟା ବୈଠକ ଫଳ ଶୂନ,ଏବେବି ଅନିଶ୍ଚିତତାରେ ଲିଙ୍ଗରାଜଙ୍କ ନିତିକାନ୍ତି ଗତକାଲି ରାତି ୧୧ରୁ ଅନିଦ୍ରା ଓ ଓପାସ ଏକାମ୍ରଧିପତି ପ୍ରଭୁ ଶ୍ରୀ ଲିଙ୍ଗରାଜ । ପଞ୍ଚଚକ୍ର ବିଜେ ସେବା ସମ୍ପାଦନ କରିବା ନେଇ ବ୍ରାହ୍ମଣ ନିଯୋଗ ଓ…