ସହିଦ ଦିବସକୁ ଭୁଲିଗଲେ ରାଜନେତା ଓ ପ୍ରଶାସନ

ଫୋକସ ପ୍ଲସ(ସୋରଡ଼ାରୁ) ୨୮/୦୭/ ୨୦୨୨:କାର୍ଗିଲ ସହିଦ ଦିବସ ଏହି ଦିବସ ଆମକୁ ସେହି ସହିଦ ମାନଙ୍କ କଥା ମନେ ପକେଇଦିଏ ଯୋଉଁ ମାନେ ନିଜର ବହୁମୂଲ୍ୟ ଜୀବନ…

ଲେମ୍ପସ ଉପସଭାପତି ହେଲେ ରାମକୃଷ୍ଣ ପୂଜାରୀ

ଫୋକସ ପ୍ଲସ (କୋଟପାଡ଼)୨୭/୦୭/୨୦୨୨: କୋଟପାଡ଼ ସମବାୟ ଵୃହତାଗାର ସମିତି (ଲେମ୍ପସ )ଉପସଭାପତି ନିର୍ବାଚନରେ ଗୁଆଳି ଜୋନର ନିର୍ଦେଶକ ଶ୍ରୀ ରାମକୃଷ୍ଣ ପୂଜାରୀ ଉପସଭାପତି ଭାବେ ବିଜୟୀ ହୋଇଥିବାର…

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୨୭/୦୭/୨୦୨୨: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଦୁଇଗୋଷ୍ଟି ମଧ୍ୟରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଲାଗି ରହିଥିବା ତିକ୍ତତା…

ସମାନୁପାତିକ ସଂରକ୍ଷଣ ଦାବି, ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ

ଫୋକସ ପ୍ଲସ (ସମ୍ବଲପୁର)୨୭/୦୭/୨୦୨୨:୨୬ ଜୁଲାଇ ଆରକ୍ଷଣ ଦିବସ ପାଳନ ଉପଲକ୍ଷେ ଆଜି ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କୁ…

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ସରପଞ୍ଚ ଠାରୁ ସ୍ଥାନୀୟ ପ୍ରଶାସନ ଚୁପ୍

ଫୋକସ ପ୍ଲସ (କୋଣାର୍କ)୨୭/୦୭/୨୦୨୨: କେନ୍ଦ୍ର ଠାରୁ ରାଜ୍ୟ ସରକାର ସବୁ ସମୟରେ ଗରିବ ଲୋକମାନଙ୍କ ପାଇଁ କୂମ୍ଭୀର କାନ୍ଦଣା ପରିକା କାନ୍ଦୁଥିବା ବେଳେ।ତେଲିଆ ମୁଣ୍ଡେ ତେଲ ପରି…

ଚାଉଳ ଦୁର୍ନୀତି ଘଟଣା, ନିର୍ଦ୍ଦୋଶ ସିଆସିସିଙ୍କ ଉପରେ କାର୍ଯାନୁଷ୍ଠାନ

ଫୋକସ ପ୍ଲସ (କୋରାପୁଟ)୨୭/୦୭/୨୦୨୨: ସରକାର ପିଏମ୍ ପୋଷଣ ଯୋଜନାରେ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ହୋଇଥିବା ଅନିୟମିତତା ଅଭିଯୋଗକୁ ଆଧାର କରି କୋରାପୁଟ ଜିଲ୍ଲାରେ ପିଏମ୍…

ମୌଳିକ ସୁବିଧାରୁ ବଞ୍ଚିତ କଞ୍ଚନପୁର୍ ଗ୍ରାମବାସୀ

ଫୋକସ ପ୍ଲସ (ନୂଆପଡ଼ା)୨୭/୦୭/୨୦୨୨:ଲୋକଙ୍କ ମୌଳିକ ଆବଶ୍ୟକତା ପୁରଣ କରିବା ପାଇଁ ମାଳ ମାଳ ସରକାରୀ ଯୋଜନା କରିଥିବାବେଳେ ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ, ଶିକ୍ଷା ପରି ଯୋଜନା କାର୍ଯ୍ୟକାରୀ…

ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ, BJP ର ବିଜୟ ଉତ୍ସବ

ଫୋକସ ପ୍ଲସ (କାକଟପୁର)୨୭/୦୭/୨୦୨୨: ଓଡ଼ିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବରେ ଶପଥ ନେବାପରେ କାକଟପୁର ନିର୍ବାଚନ ମଣ୍ଡଳୀ ରେ BJP…

2024ରେ ଓଡିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ ସରକାର?

ଫୋକସ ପ୍ଲସ (ବିୟୁରୋ)୨୬/୦୭/୨୦୨୨: ଇତି ମଧ୍ୟ୍ୟରେ ରାଷ୍ଟ୍ରପତି ନିର୍ବାଚନ ସରି ନବ ନିର୍ବାଚିତ ରାଷ୍ଟ୍ରପତି ଶପଥ ପାଠ ମଧ୍ୟ ଗ୍ରହଣ କରିସାରିଛନ୍ତି l ଓଡ଼ିଆ ଝିଅ ବା…

ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ଆବାସ

ଫୋକସ ପ୍ଲସ (ଜଗତପୁର)୨୬/୦୭/୨୦୨୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ପ୍ରସାରରେ ଲାଗିଛନ୍ତି।…

ରାଷ୍ଟ୍ରପତି ମୁର୍ମୁଙ୍କୁ ଚୀନର ଜିନପିଙ୍ଗ ଙ୍କ ଅଭିନନ୍ଦନ

ଫୋକସ ପ୍ଲସ (ବ୍ୟୁରୋ ) ୨୫/୦୭/୨୦୨୨: ଚୀନ୍‌ର ରାଷ୍ଟ୍ରପତି ଜିନପିଙ୍ଗ ତାଙ୍କ ଭାରତୀୟ ପ୍ରତିପକ୍ଷ ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।…