ବର୍ଷାରେ ବେହାଲ ବିଦ୍ୟାଳୟ ଅବସ୍ଥା

ଫୋକସ ପ୍ଲସ (ବୋରିଗୁମ୍ମା) ୦୭/୦୭/୨୦୨୨: ଶିକ୍ଷକ,ଛାତ୍ର ବର୍ଷା ପରେ ସ୍କୁଲର ଚିତ୍ର ବେହାଲ, ସ୍କୁଲ ଛାତରୁ ପାଣି ଝରୁଥିବାରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ…

କମାଲ ଦେଖାଇଲେ ନର୍ଲା ବ୍ଲକ ଉପାଧ୍ୟକ୍ଷ ମୁନ୍ନା ମହାନ୍ତି

ଫୋକସ ପ୍ଲସ (ନର୍ଲା) ୦୭/୦୭/୨୦୨୨: ନର୍ଲା ବ୍ଲକର ୭ ଗୋଟି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ନର୍ଲା…

ସଚେତନତା କର୍ମଶାଳା ଅନୁଷ୍ଠିତ

ଫୋକସ ପ୍ଲସ (ବଇଣ୍ଡା) ୦୬/୦୭/୨୦୨୨: ବଇଣ୍ଡା ଜନତା ମହାବିଦ୍ୟାଳୟରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠାନ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ହେଉଥିବା ରାଗିଙ୍ଗ ଏକ…

ଗାଇଗୋରୁ ଏବଂ ଭାରିଯାନ କବଜାରେ ସହରର ମୁଖ୍ୟରାସ୍ତା

ଫୋକସ ପ୍ଲସ (ରାଜଗାଙ୍ଗପୁର) ୦୬/୦୭/୨୦୨୨: ରାଜଗାଙ୍ଗପୁର ପୋୖରାଞ୍ଚଳରେ ଗୋଟିଏ ପଟେ ଲିପଲୋଇ ଠାରୁ ଆରମ୍ଭକରି ବଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ବୁଲା ଗାଈଗୋରୁଙ୍କର କବଜାରେ ଏବଂ ଅନ୍ୟପଟେ ସ୍ଥାନୀୟ…

ପ୍ରଶାସନଙ୍କ ଦୃଷ୍ଟି ଆଢ଼ୁଆଳରେ ୧୦୦ ବର୍ଷର ଶୈବପୀଠ

ଫୋକସ ପ୍ଲସ (ରାୟଗଡ଼ା) ୦୬/୦୭/୨୦୨୨: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରୁ ମାତ୍ର ୩୦ କିମି ଦୂରରେ ଅବସ୍ଥିତ ଗଦ ଗଦା ଶୈବପୀଠ। କାହିଁ କେଉଁ ଆବହମାନ କାଳରୁ…

ଟାଟାମେଡିକା ହସ୍ପିଟାଲ ମନମୁଖୀ କାର୍ଯ୍ୟ

ଫୋକସ ପ୍ଲସ (ଯାଜପୁର) ୦୫/୦୭/୨୦୨୨: ଯାଜପୁର ଜିଲ୍ଲା ତଥା ଓଡ଼ିଶାରେ ପରିଚିତ ସୁକିନ୍ଦା ସଂସାଇଲୋ ଗ୍ରାମର ବାସିନ୍ଦା ବରିଷ୍ଠ ସାମ୍ୱାଦିକ ଜୟନାରାୟଣ ମହାପାତ୍ର କିଛିଦିନ ପୂର୍ବରୁ ଅସୁସ୍ଥ…

ବିପୁଳ ଗଞ୍ଜେଇ ଜବତ, ଗାଡି ସହିତ ୪ ଗିରଫ

ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି) ୦୬/୦୭/୨୦୨୨: ମୟୂରଭଞ୍ଜ ପୋଲିସ କୁ ମିଳିଲା ବଡ଼ ସଫଳତା । ଗଞ୍ଜେଇ ଚାଲାଣ ହେବା ବେଳେ ବାରିପଦା ପୋଲିସ କବ୍ଜାରେ ୪ ଗିରଫ…

ଖୁଲମଖୁଲା ଲାଞ୍ଚ ମାଗିବା ପ୍ରତିବାଦରେ ବିଜେପି

ଫୋକସ ପ୍ଲସ (କୋରାପୁଟ) ୦୫/୦୭/୨୦୨୨: କୋରାପୁଟ ଜିଲ୍ଲା ଜୟପୁର ପୈାରପାଳିକାରେ ଜନ୍ମ ସାର୍ଟିଫିକେଟ ପାଇଁ ଖୁଲମଖୁଲା ଲାଞ୍ଚ ମାଗୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ନିର୍ଦ୍ଧାରିତ ସରକାରୀ…