୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା: ୨ ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ୍‌ |

ଟାଙ୍ଗୀ23/11/23; ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ‘ଉଜ୍ୱଳା-ଗୋପିନୀଥପୁର’ ଗ୍ରାମରେ ଜଣେ ଶିଶୁ ପୁତ୍ରକୁ ଅପହରଣ ପରେ ହତ୍ୟା ଓ ମୃତଦେହ ଲୁଚାଇବା ଘଟଣା ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି।…

ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆଇନ ସଚେତନତା ଶିବିର |

ଅନୁଗୁଳ୨୨/୧୧/୨୦୨୩; ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ କନଫରେନ୍ସ ହଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୋଳ ଠାରେ…

ନା ଅଛି କାମର ପ୍ରକଳ୍ପରନାମ ଫଳକ। ନା ଶୁଣୁଛନ୍ତି ବିଭାଗୀୟ ଅଧିକାରୀ |

ଫୋକସପ୍ଲସ 23/11/2023; କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ଅନ୍ତର୍ଗତ ପଣସପଦର ଗ୍ରାମ ଠାରୁ ଲାଠିକୋଟାର ଠୁ ଭାଲୁମହୁଲ ଲାଠିକୋଟାର ଠାରୁ ମରଡ଼ା ମାଲିଗୁଡା ଠାରେ ଚାଲିଛି…

ଜମା ଅର୍ଥ ଫେରସ୍ତ ଦାବୀରେ ରାଜରାସ୍ତାରେ, ସାହାରା ଜମାକାରୀ ।

ବ୍ରହ୍ମପୁର22/11/2023; ଆଜି ବ୍ରହ୍ମପୁର ଜିଲ୍ଲାର ସମସ୍ତ ସାହାରା ଜମାକାରୀ ଏକ ଶୋଭାଯାତ୍ରାରେ ବାହାରୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ୬ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି…

କୈଳିକ ବୃତ୍ତି କୁ ବଞ୍ଚାଇ ରଖିଛନ୍ତି କେନ୍ଦ୍ରାପଡ଼ା ର ନାଥ ସମ୍ପ୍ରଦାୟ |

ଫୋକ୍ସପ୍ଳସ22/11/2023; ଦର୍ଶକ ବନ୍ଧୁ ଆଜିର ସମାଜ ଆଧୁନିକତାକୁ ଓ ଚକାଚୋନ୍ଦ୍ ଜୀବନ ଜିଇବାକୁ ପସନ୍ଦ କରୁଥିବାବେଳେ ବିଭିନ୍ନ ସମ୍ପ୍ରଦାୟ ର ମଣିଷ ନିଜ ନିଜର କୈଳିକ ବୃତ୍ତି…

ମାଟି ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ |

ମୟୁରଭଞ୍ଜ22/11(ଫୋକସପ୍ଲସ); ସମୀବୃକ୍ଷ ପାହାଡ ନିକଟ ରେ ମାଟି ରେ ପୋତା ହୋଇଥିବା ଜଣେ ମୃତ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଦେବଳା…

ଦୁଇ ବନାଞ୍ଚଳ ର ସୀମା ବିବାଦ, ଉଜୁଡୁଛି ଧାନ ଫସଲ |

ବୁଗୁଡ଼ା22/11(ଫୋକସପ୍ଲସ); ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ଓ ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥ ପ୍ରସାଦ ବନାଞ୍ଚଳ ମଧ୍ୟରେ ଲାଗିରହିଛି ସୀମା ବିବାଦ, ଏହାଫଳରେ…

ଆମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକ l

ଗଣିଆ ୨୨/୧୧(ଫୋକସ ପ୍ଲସ) ଗଣିଆ ବ୍ଲକ ପୁରାଣପ୍ରସିଦ୍ଧ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଗଣିଆ ବ୍ଳକ ସଦଭାବନା ଗୃହ ପରିସରରେ ମଙ୍ଗଳବାର ସଂନ୍ଧ୍ୟାରେ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ…

ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ଚାକିରିରୁ ବହିଷ୍କୃତ ହେଲେ GRS।

ଯାଜପୁର22/11/2023; ସୂଚନା ଅନୁଯାୟୀ ଚଳିତ ମାସ ୯ ତାରିଖ ଦିନ ଗୋଲେଇପୁର ପଞ୍ଚାୟତର GRS ଦିଲୀପ୍ ଦୀକ୍ଷିତ ଦୁଇ ଜଣ ଲୋକଙ୍କର ଆବାସ ଯୋଜନାରେ ଘର କରାଇଦେବେ…

ଦନ୍ତା ହାତୀର ମୃତ ଦେହ ଠାବ |

ସମ୍ବଲପୁର20/11/2023; ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଂଜ କୁନ୍ଦେଇଝୁରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଛି lଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର…

କ୍ରିକେଟ ବିଶ୍ୱକପ ଫାଇନାଲ ରେ ଭାରତ ହାରିଯିବାରୁ ଯୁବକ ଙ୍କ ଆତ୍ମହତ୍ୟା.

ଯାଜପୁର20/11/2023; ଦୁଃଖଦ ଖବର, ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ଦୁଃଖରେ,ବିଂଝାରପୁର ବ୍ଲକ ର ଜରିକୁଳ ସାହି ର ନୀଳମଣି ଦାସ ଙ୍କ…