କଲିଙ୍ଗନଗରରେ ଇଡକୋର ମନମାନି ପାଇଁ ସାଧାରଣ ଲୋକ ହୋଉଛନ୍ତି ହନ୍ତସନ୍ତ ।

ଯାଜପୁର ୨୧/୦୨/୨୦୨୪: ଯାଜପୁର ଜିଲ୍ଲା କଲିଙ୍ଗନଗରରେ କିଛିଦିନ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୌଜନ୍ୟରେ ଦାନଗଦୀ ଭବନରେ ପ୍ରସ୍ତାବିତ ଭିସିଆଇ କେମିକାଲ ପ୍ରାଇଭେଟ ଲିମିଟେଡ଼ କାରଖାନା ସ୍ଥାପନ…

ଆଦିବାସୀଙ୍କ ବିଶାଳ ରାଲି ଏବଂ ଗଣ ବିକ୍ଷୋଭ l

ମୟୁରଭଞ୍ଜ ୨୧/୦୨/୨୦୨୪: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଆଜି ଜିଲ୍ଲା ପେସା ଗ୍ରାମସଭା କୋ. ଅଡ଼ିନେସନ କମିଟି ତରଫରୁ ଏକ ବିରାଟ ରାଲି ବାମନା ଶାଳ ଠାରୁ…

ଉଦଘାଟନ ହେଲା ବ୍ୟାସ ସରୋବର ମହୋତ୍ସବ |

ଯାଜପୁର,ବ୍ୟାସନଗର ୨୧/୦୨/୨୦୨୪: ଓଡ଼ିଶା ପର୍ଯ୍ୟଟନ ସ୍ଥଳରେ ମାନ୍ୟତା ପାଇଥିବା ଯାଜପୁର ଜିଲ୍ଲାର ବ୍ୟାସସରୋବର ପୀଠ ପୁରାଣ କିମ୍ବଦନ୍ତୀ ଐତିହ୍ୟକୁ ବ୍ୟାକ୍ଷା କରିଥାଏ l ପ୍ରତ୍ୟେକ ବର୍ଷ ଭୌମ୍ୟ…

ଲାଞ୍ଜିଗଡ ଅଞ୍ଚଳରେ କାଠ ମାଫିଆ ସକ୍ରିୟ।

ଲାଞ୍ଜିଗଡ ଅଞ୍ଚଳରେ କାଠ ମାଫିଆ ସକ୍ରିୟ। *ବନବିଭାଗର ନାକ ତଳେ ଜଙ୍ଗଲ ଭିତରୁ ସାବୁଆନ ଗଛର ଚୋରା ଚାଲାଣ ଚାଲିଛି । *ବନବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ଥିବା…

ଜରି ପାଲ ତଳେ ବିତୁଛି ଜୀବନ, ଗୁହାରି ଶୁଣୁନି ପ୍ରଶାସନ |

ବୁଗୁଡ଼ା୨୧/୦୨/୨୦୨୪: ଜରି ପାଲ ତଳେ ବିତୁଛି ମା, ଝିଅଙ୍କ ଜୀବନ, ଗୁହାରି ଶୁଣୁନି ପ୍ରଶାସନ | ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତି ପଞ୍ଚାୟତରେ…

ଗୋଚର ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଚି଼ହ୍ନଟ ପକ୍ରିୟାକୁ ଅତିରଞ୍ଜିତ୍ କରୁଛନ୍ତି ସରପଞ୍ଚ,ସରପଞ୍ଚଙ୍କ ଗୁହାରିକୁ ଖଣ୍ଡନ କଲେ ଉପଜିଲ୍ଲାପାଳ ଓ ତହସିଲଦାର ।

କେନ୍ଦୁଝର ୨୧/୦୨/୨୦୨୪: ମିଛୁଆ ସରପଞ୍ଚଙ୍କ ରାଧୁଆ କାହାଣୀକୁ ନେଇ ଏବେ ଚାରି ଆଡେ଼ ଚର୍ଚ୍ଚା।ଲୋକଙ୍କ ଆଗରେ ନିଜର ସମାଜ ସେବା ଓ ସାଧୁତାର ପରିଚୟ ଦେଇ ଏହି…

ମୟୂରଭଞ୍ଜ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ।

ମୟୂରଭଞ୍ଜ ୨୧/୦୨/୨୦୨୪: କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଷ ଠାକରେ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଉପସ୍ଥିତ ରହି…

ରୋଜଗାର ଦେଉଛି କଳା ମୁଗୁନି ପଥର !

ବୁଗୁଡା୧୮/୦୨/୨୦୨୪: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଭାମସିଆଳି ପଞ୍ଚାୟତ ର ଚଢିଆପଲ୍ଲୀ ଗ୍ରାମରେ ରହୁଛନ୍ତି 30 ରୁ 40 ମୁସିଲମ ପରିବାର, ରୋଜଗାର ଅଭାବରୁ କଳା ମୁଗୁନି…

ଭେଦଭାବ ଶୂନ୍ୟ ଅଞ୍ଚଳରେ ଦେଖାଗଲା ଭେଦଭାବ, ଦଳିତ ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ଜାତିଆଣ ଆକ୍ଷେପ l

ବୌଦ୍ଧ୧୮/୦୨/୨୦୨୪: ସରକାର ପ୍ରତ୍ୟକ ବିଦ୍ୟାଳୟରେ ଭେଦଭାବ ଶୂନ୍ୟ ଅଞ୍ଚଳ ବୋଲି ବଡ଼ ବଡ଼ ଅକ୍ଷୟରେ ଲେଖି ଡିଣ୍ଡିମ ପିଟୁଛନ୍ତି l ଏପରିକି ପବିତ୍ର ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରଛାତ୍ରୀଙ୍କୁ…

ବିଜେପିର ପାର୍ଟି ପାୱାର ଦେଖାଇ ସାଧାରଣ ଜନତାଙ୍କୁ ହତ୍ୟାର ଧମକ ସହିତ ଦୁର୍ବ୍ୟବହାର ।

ଫୁଲବାଣୀ୧୮/୦୨/୨୦୨୪: ବିଜେପିର ପାର୍ଟି ପାୱାର ଦେଖାଇ ସାଧାରଣ ଜନତାଙ୍କୁ ହତ୍ୟାର ଧମକ ସହିତ ଦୁର୍ବ୍ୟବହାର ଦେଖାଉଛନ୍ତି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଭାଇସ ପ୍ରେସିଡେଣ୍ଟ…

ମନ୍ତ୍ରୀ ଉଷାଦେବୀ ଓ ସାଂସଦ ଚନ୍ଦ୍ରଶେଖରଙ୍କ ମାରାଥନ ଚିକିଟୀ ଗସ୍ତ,ବିଭିନ୍ନ ପ୍ରକଳ୍ପର ଓ ଭିତ୍ତିପ୍ରସ୍ତର ଓ ଉଦଘାଟନ।

ଗଞ୍ଜାମ ୧୮/୦୨/୨୦୨୪: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉଷାଦେବୀ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ…

ଆଜି ଦିବା ୧୧:୩୦ ଘଟିକା ସମୟରେ ତ୍ରିପୁରାର ବର୍ତ୍ତମାନର ରାଜ୍ୟପାଳ ଇନ୍ଦ୍ରସେନା ରେଡ୍ଡୀ ପୁରୀ ତାଙ୍କ ଧର୍ମପତ୍ନୀଙ୍କ ସହ ଆସି ମହାପ୍ରଭୂଙ୍କ ଦର୍ଶନ କରିଥିଲେ !

ପୁରୀ ୧୬/୦୨/୨୦୨୪: ଇନ୍ଦ୍ରସେନା ରେଡ୍ଡୀ ତେଲେଙ୍ଗାନାର ଜଣେ ଭାରତୀୟ ରାଜନେତା। ସେ ହେଉଛନ୍ତି ତ୍ରିପୁରାର ବର୍ତ୍ତମାନର ରାଜ୍ୟପାଳ। ସେ ଭାରତୀୟ ଜନତା ପାର୍ଟିର ଜଣେ ପୂର୍ବତନ ଜାତୀୟ…