ପାଠପଢା ଛାଡି ସଉଦା ଚାଲିଛି ବିଦ୍ୟାଳୟରେ

ଫୋକସ ପ୍ଲସ(ବସ୍ତା)୧୭/୦୮/୨୦୨୨: ବସ୍ତା ବ୍ଲକ୍ ସଦାନନ୍ଦପୁର ଉପ୍ରା ବିଦ୍ୟାଳୟ ରେ ପାଠପଢା ଛାଡ଼ି ମଧ୍ୟାହ୍ନ ଭୋଜନ ସଉଦା କିଣୁଛନ୍ତି ତୃତୀୟ ଶ୍ରେଣୀର ଛାତ୍ର। ସରକାରୀ ବିଦ୍ୟାଳୟରେ ଏମିତି…

ଜମି ଜବରଦଖଲ ନେଇ ତହସିଲଦାର ଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଫୋକସ ପ୍ଲସ(କଳାହାଣ୍ଡି)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମରେ ଦେବାଦେବୀ ଙ୍କ ସେବାପୁଜା ପାଇଁ ରହିଥିବା ୧୭ ଏକଡ଼ ୫୨…

ଜାତୀୟ ପତାକାକୁ ଅସମ୍ମାନ

ଫୋକସ ପ୍ଲସ(ମାଲକାନଗିରି)୧୭/୦୮/୨୦୨୨: ସାରା ଦେଶରେ ଅମୃତ ମହୋତ୍ସବ ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ଏମଭି ୭୯ ଶାଖାରେ ଜାତୀୟ…

ବନ୍ୟା ସମୟରେ ଅକ୍ଷମ ୧୧ଟି ବ୍ୟାରେଜ ଫାଟକ

ଫୋକସ ପ୍ଲସ(ଜଗତପୁର)୧୭/୦୮/୨୦୨୨: ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆଗାମୀ ୧୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟିକୁ ନେଇ ପାଣିପାଗ କେନ୍ଦ୍ର…

ରାସ୍ତାର ଅବସ୍ଥାକୁ ନେଇ ଅସନ୍ତୋଷ

ଫୋକସ ପ୍ଲସ(ବାଲେଶ୍ୱର)୧୭/୦୮/୨୦୨୨: ବାଲେଶ୍ୱର ସହରର ରାସ୍ତାର ଅବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିକ୍ରମ ପଣ୍ଡା।ଏକ ବର୍ଷ ତଳେ ସହରର ୨୦ଟି ରାସ୍ତା ପୌରପାଳିକା ପକ୍ଷରୁ ପୂର୍ତ…

କାମ ବିଳମ୍ବ ହେବାରୁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର

ଫୋକସ ପ୍ଲସ(ତାଳଚେର)୧୭/୦୮/୨୦୨୨: ତାଳଚେର ଘଣ୍ଟପଡ଼ା ପଞ୍ଚାୟତର ଓଭର ବ୍ରିଜି କାମ ଆଜିକୁ ସାତ ରୁ ଆଠ ବର୍ଷ ହୋଇଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ ହେବାର ନାଁ ଧରୁନି…

ରାତି ଅଧରେ ବୁଲିଲା ଖଣ୍ଡା

ଫୋକସ ପ୍ଲସ(ତାଳଚେର)୧୭/୦୮/୨୦୨୨: ତାଳଚେରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଲମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଦୁଇଜଣ ଗୁରୁତର…

ପ୍ରଶାସନ ଭୁଲି ଗଲା ସ୍ୱାଧୀନତା ସଂଗ୍ରାମୀ କୁ

ଫୋକସ ପ୍ଲସ(ତାଳଚେର)୧୭/୦୮/୨୦୨୨: ଆଜି,76, ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି. ଯାହାଙ୍କ ଉଦେଶ୍ୟରେ ପାଳନ କରାଯାଉଛି |ସେମାନେ ଆଜି ଅବହେଳିତ|ଯେଉଁଠାରେ ସହିଦ ଯବାନ ମାନେ ଅବହେଳିତ ହୋଇ…

ଜାତୀୟ ପତାକାକୁ ଅସମ୍ମାନ

ଫୋକସ ପ୍ଲସ(କଙ୍କଡ଼ାହାଡ଼)୧୭/୦୮/୨୦୨୨: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ବନ ବିଭାଗ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ସାରା ଦେଶରେ ହର…

ଜମି କେବଳ ମୋ ନାଁରେ, କିନ୍ତୁ ଦଖଲକାରୀ ଅନ୍ୟଜଣେ

ଫୋକସ ପ୍ଲସ(କେନ୍ଦୁଝର)୧୭/୦୮/୨୦୨୨: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ବଡ଼ରମ୍ପାସ ପଞ୍ଚାୟତ ଅଧୀନ ସଡ଼ଙ୍ଗା ଗ୍ରାମର ସ୍ଵର୍ଗତ ରଙ୍ଗାଧର ସେଠୀଙ୍କ ପୁଅ ରସାନନ୍ଦ ସେଠୀ(୫୪) ଇଶଳା ଗ୍ରାମର…

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ଫୋକସ ପ୍ଲସ(ନବରଙ୍ଗପୁର)୧୭/୦୮/୨୦୨୨: ନବରଙ୍ଗପୁର ଜିଲ୍ଲା ନନ୍ଦା ହାଣ୍ଡି ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର…

ଗ୍ରାହକଙ୍କୁ ଠକି ଚାଲିଛି ପୋଷ୍ଟ ଅଫିସ

ଫୋକସ ପ୍ଲସ(କୋଇଡା)୧୭/୦୮/୨୦୨୨: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଠାରେ ଥିବା ଭାରତ ସରକାରଙ୍କ ଇଣ୍ଡିଆ ପୋଷ୍ଟ ଅଫିସ ରେ ଗ୍ରାହକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ…