ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ଦିବଂଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନଉତ୍ତମଙ୍କ ଭୁବନେଶ୍ବର ବାସଭବନରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଉତ୍ତମଙ୍କ ପତ୍ନୀ ଅପରାଜିତା, ପୁଅ ବାବୁଶାନ୍ ଓ ବୋହୂ…
Breaking And Latest News Of Odisha
ଦିବଂଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନଉତ୍ତମଙ୍କ ଭୁବନେଶ୍ବର ବାସଭବନରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଉତ୍ତମଙ୍କ ପତ୍ନୀ ଅପରାଜିତା, ପୁଅ ବାବୁଶାନ୍ ଓ ବୋହୂ…
ଆଜିଠୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳବିଜୁ ବାବୁଙ୍କ ପ୍ରତି ଅପମାନ ନାରା ଦେଇ ବିଜେଡି ବିଧାୟକଙ୍କ ପ୍ରତିବାଦମହିଳା ଅତ୍ୟାଚାର ଓ…
ଆଜିଠାରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ହୋଇପାରେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ। ଖର୍ଚ୍ଚ ଦାବି ନେଇ ହେବ ଆଲୋଚନା। ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍…
ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ! ଓଡ଼ିଶାର ଏ…
ଜଂଘରେମହାପ୍ରଭୁଙ୍କୁଟାଟୁ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଲାଗିଛି ଶକ୍ତ ଆଘାତ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ। ଏନେଇ ସହିଦ୍ ନଗର ଥାନାରେ ଲିଖିତ…
ମାଲକାନଗିରି: କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବCRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବଆଖି ପରୀକ୍ଷା ମେସିନ, ହଟ ୱାଟର ବ୍ୟାଗ୍…
ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି-ଭଦ୍ରକ: ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା-ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ…
ଲିଙ୍ଗରାଜ ମନ୍ଦିରର ନିକଟରେ ଅସମ୍ଭାଳ ଭିଡ଼ମନ୍ଦିରର ସିଂହଦ୍ଵାର ନିକଟରେ ଠେଲାପେଲା ପରିସ୍ଥିତିଠେଲାପେଲାରେ 2 ଜଣ ମହିଳା ଭକ୍ତ ଆହତ
ଫେବ୍ରୁଆରି ୨୮ରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିସନ କାର୍ଯ୍ୟକ୍ରମରେ ସେ…
ଆସନ୍ତାକାଲି ବୁଧବାର ଲକ୍ଷାଧିକ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରକୁ ପୂଜା କରିବା ପାଇଁ ଆସିବେ ବୋଲି ଆଶା କରାଯାଉଛି। ଟ୍ରାଫିକ୍ ପରିଚାଳନା, ଏବଂ ସୁରକ୍ଷା ପାଇଁ ଆମେ ପୂର୍ବରୁ…
ଚିତ୍ରକୋଣ୍ଡା: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି…
ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ ଦ୍ୱାରା ସାରା ଦେଶରେ ୯.୮ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ଓଡ଼ିଶାରୁ ୩୪.୯୮ ଲକ୍ଷରୁ ଅଧିକ ଚାଷୀ…