ରାସ୍ତା ପାଇଁ ଦୁର୍ଦଶା ଭୋଗିଲେ ଗର୍ଭବତୀ ମହିଳା

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତର ମେଣ୍ଢାମୁଣ୍ଡି ସାହିରେ ଏଭଳି ଦୁର୍ଦଶା ଦେଖିବାକୁ ମିଳିଛି । ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି…

ନିମ୍ନମାନର କାମ କଲେ କଣ୍ଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ:ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି  । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଭିନ୍ନ ସଡକ ଓ…

ଖରସ୍ରୋତା ନଦୀକୁ ଡେଇଁ ଛାତ୍ର ନିଖୋଜ, ମିଳିଲା ମୃତ ଦେହ

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ହୋଇଯାଇଥିଲେ । ମୃତ ଛାତ୍ର ହେଲେ ଯାଜପୁର ନରସିଂହ ଚୌଧୁରୀ ସ୍ୱୟଂଶାସିତ…

ଘୋଷଣା ହେଲା ୧୨ ନୂଆ NAC

ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ,…

ପ୍ରବଳ ଛେଚିବ, ୧୮ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର : ସକ୍ରିୟ ରହିଛି କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଆହୁରି ୩ଦିନ ପ୍ରବଳ ବର୍ଷିବ । ଏହାର ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ…