ଚିକିଟି ଏନଏସି ଅଧ୍ୟକ୍ଷା ହେଲେ ଦୀପା କୁମାରୀ ସାହୁ।

ଚିକିଟି ଏନଏସି ନିର୍ବାଚନରେ ମତ ଗଣନା ପରେ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ଦୀପା କୁମାରୀ ସାହୁ ବିପୁଳ ପରିମାଣରେ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବି ବିଜେପି…

ମେଡ଼ିକାଲ ଶୌଚାଳୟ ରେ ପ୍ରସବ କଲେ ମହିଳା।

ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଓଡ଼ାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ। ସକାଳେ ଜଣେ ଗର୍ଭବତୀ ମହିଳା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ରେ ମେଡିକାଲ…

ୟୁକ୍ରେନର ମାରିଅପୋଲ ଥିଏଟର ଉପରେ ରୁଷ ର ଆକ୍ରମଣରେ 300 ଜଣ ମୃତ୍ୟ

ୟୁକ୍ରେନର ମାରିଅପୋଲ ଥିଏଟର ଉପରେ ରୁଷିଆ ଷ୍ଟ୍ରାଇକ୍ରେ ପ୍ରାୟ 300 ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ କରିଛି। ମାରିଆପୋଲରେ…

ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ I

ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ, ମାଡ଼ ପରେ ଉଦ୍ଧାର କଲା ପୋଲିସ୍‌ Iଅଙ୍ଗନବାଡି ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଧରାପଡିଲା ଲୁଟେରା…

ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରୋଗୀଙ୍କୁ କିଟ୍ ବଣ୍ଟନ I

ପାତ୍ରପୁର ଗ୍ରାମର ମୂରଲୀ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ପରିବାର ତରଫରୁ ପାତ୍ରପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସତ୍ୟସାଈ ନଂର୍ସି ହୋମ ରେ…

ଗଞ୍ଜାମ ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡ ନାଚ ଆଜିଠାରୁ ଆରମ୍ଭ।

ଦୁଇ ବର୍ଷ ପରେ ବିନା କୋଭିଡ କଟକଣା ରେ ଆରମ୍ଭ ହେଉଛି ଗଂଜାମ ର ପ୍ରସିଦ୍ଧ ଦଣ୍ଡ ନାଚ। ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡ ନାଚ ଗତ…

ଯାତାୟତ ପାଇଁ ପୋଲ ସ୍ୱପ୍ନ , ସାହାରା ପାଲଟିଛି ଆହୁଲା ଡ଼ଙ୍ଗା I

ଖରା ଦିନ ହେଉକି ବର୍ଷା ଦିନ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ ।ଜୀବନ କୁ ବାଜିରେ ଲଗାଇ ବୋରିଗୁମ୍ମା ବ୍ଲକ ଏବଂ ଦଶମନ୍ତପୁର…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର:  ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି…

କର୍ଲାମୁଣ୍ଡା ସମିତି ଉପାଧ୍ୟକ୍ଷ ଭାବରେ ସୁରେନ୍ଦ୍ର ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି ।କର୍ଲାମୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି କର୍ଲାମୁଣ୍ଡା ଗ୍ରାମ…

ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ I

୬ ମାସିଆ ପ୍ଲାଷ୍ଟିକ୍ସ ପ୍ରୋସେସିଂ ତାଲିମପ୍ରାପ୍ତ ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ I ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ…

ପୃଥକ ସଡକ ଦୁର୍ଘଟଣାରେ ୧ ମୃତ ,୧ ଗୁରୁତର I

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବାଟଗାଁ ନିକଟରେ ପୃଥକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ କଙ୍କଡାହାଡ଼…