ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ I

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା, ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକ ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ, ସୂଚନା ଅନୁଯାଇ ଦୀର୍ଘ ଦିନ…

ଫୋକସ ପ୍ଲସର ପ୍ରଭାବ: ଖବର ପ୍ରଶାରଣ ପରେ ଚେତିଲେ ଠିକାଦାର, ବନ୍ଦ ହେଲା ଶିଶୁ ଶ୍ରମିକଙ୍କ କାର୍ଯ୍ୟ I

ମଶାଣିବନ୍ଧ-ବୁଢିପଦର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମରେ ଅନିୟମିତତା ଓ ଦୁର୍ନୀତି ହେଉଥିବା ଏକ ଖବର ଫୋକସ ପ୍ଲସରେ ପ୍ରଶାରିତ ହେବାପରେ ଠିକାଦାର ଓ ଜେଇଙ୍କ…

ମୁଁ ଜଣେ ସେବକ ସବୁବେଳେ ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ ।

ପୁରୀଜିଲ୍ଲା କାକଟପୁର ବ୍ଲକ ଅଧ୍ୟକ୍ଷ ଭାବେ ନବ ନିର୍ବାଚିତ ହୋଇଥିବା ଶ୍ରୀଧର ନାୟକ ଆଜି ଶତାଧିକ କର୍ମୀ ଗହଣରେ ମା “ମଙ୍ଗଳା ଙ୍କ ଆଜ୍ଞା ମାଳ ଆଣି…

ମନ୍ଦିର ନିର୍ମାଣକୁ ନେଇ ବିବାଦୀୟ ମନ୍ତବ୍ୟ I

ଗତ ପଂଚାୟତ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀଙ୍କ ପାଖେ ପାଖେ ବୁଲି ଜୈନିକ ବ୍ୟକ୍ତିଙ୍କ ମନ୍ଦିର ଓ ପୂର୍ବତନ ସରପଞ୍ଚଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ଘଟଣାକୁ…

ଆଜି ହେଉଛି କାକଟପୁର ମଙ୍ଗଳା ମାଙ୍କ ଚୈତ୍ର ମାସର ପ୍ରଥମ ପାଳି ପବିତ୍ର ଝାମୁଯାତ୍ରା ।

ବିଗତବର୍ଷ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ଚୈତ୍ର ଯାତ ପାଳି ମଙ୍ଗଳବାର ଓ ଝାମୁ ଯାତ୍ରା ରେ ଜନ ସମାଗମ ହେଉନଥିଲା କିନ୍ତୁ ଏବର୍ଷ ଭଗବତୀ…

କାର୍ଯ୍ୟ ର ମାନକୁ ଦେଖୁନାହିଁ ବିଭାଗ I

ମାନମାନି ରେ ହେଉଛି କାର୍ଯ୍ୟ। ଠିକା ସଂସ୍ଥା ଆଉ ଠିକା ଦାର ଚଳାଇଛନ୍ତି ମନଇଚ୍ଛା କାର୍ଯ୍ୟ। ବିଭାଗୀୟ ଅଧିକାରୀ ବସିଛନ୍ତି ଅଚିନ୍ତା ରେ। ଏ ଦୁର୍ସ୍ୟ କୁ…

ଦନ୍ତାହାତୀ ଆକ୍ରମଣରେ ଫୋରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ I

ରାସଗୋବିନ୍ଦପୁର ରେଞ୍ଜର ଅଧିନ ଅମରଦା ଫୋରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀପଲ ଘୋଡାଇବା ସମୟରେ ଦନ୍ତାହାତୀ ଅତର୍କିତ ଆକ୍ରମଣରେ ଫୋରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ ।…

ସ୍କୁଲରେ ଆଶ୍ରୟ ନେଇଥିବା ୪୦୦ ଶରଣାର୍ଥୀଙ୍କ ଉପରେ ଋଷ ବୋମା ବର୍ଷା ନେଇ ୟୁକ୍ରେନର ଅଭିଯୋଗ I

ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଏକ ସ୍କୁଲରେ ଋଷ ସେନାର ଆକ୍ରମଣ ଅଭିଯୋଗ ଆସିଛି । ଉକ୍ତ ସ୍କୁଲରେ ପ୍ରାୟ ୪ଶହରୁ ଉର୍ଦ୍ଧ୍ବ ଶରଣାର୍ଥୀ ଆଶ୍ରୟ ନେଇଥିବା ଦାବି…

ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନର ସାମରିକ ବେସ I

ପାକିସ୍ତାନର ସିଆଲକୋଟରେ ଭୟଙ୍କର ବିସ୍ଫୋରଣ ହୋଇଥବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ ଉତ୍ତର ପାକିସ୍ତାନର ସିଆଲକୋଟରେ ଥିବା ସାମରିକ ବେସରେ ଏହି ବିସ୍ଫୋରଣ ଘଟିଛି।…

ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ ମନା କଲା ଅଷ୍ଟ୍ରେଲିଆ

ଋଷ ଉପରେ ଅଷ୍ଟ୍ରେଲିଆର ଆଉ ଏକ ନୂଆ କଟକଣା । ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ କରିବ ନାହିଁ ସୂଚନା ଦେଲା ଅଷ୍ଟ୍ରେଲିଆ । ଆଜିକୁ…

ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଯାଇଛି ୧୪୭୦୦ ଋଷ ସୈନ୍ୟଙ୍କ ଜୀବନ ନେଇ କହିଲା ୟୁକ୍ରେନ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେ଼ଇ । ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି ।…