ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ ମନା କଲା ଅଷ୍ଟ୍ରେଲିଆ

ଋଷ ଉପରେ ଅଷ୍ଟ୍ରେଲିଆର ଆଉ ଏକ ନୂଆ କଟକଣା । ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ କରିବ ନାହିଁ ସୂଚନା ଦେଲା ଅଷ୍ଟ୍ରେଲିଆ । ଆଜିକୁ…

ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଯାଇଛି ୧୪୭୦୦ ଋଷ ସୈନ୍ୟଙ୍କ ଜୀବନ ନେଇ କହିଲା ୟୁକ୍ରେନ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେ଼ଇ । ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି ।…

ଦିନକରେ ଓଡ଼ିଶାରରେ ୭୨ କରୋନା ପଜିଟିଭ ଚିହ୍ନଟ I

ରାଜ୍ୟରେ ତଳ ମୁହାଁ ହେଉଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୨ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ତଳ…

ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ I

ୟୁକ୍ରେନ ଓ ଋଷର ମଧ୍ୟର ଚାଲିଥିବା ଯୁଦ୍ଧ ଥମିବାର ନା ନେଉନି। ଓଲଟି ଦିନକୁ ଦିନ ଅଧିକ ଆକ୍ରଣାତ୍ମକ ହେଉଛି ଋଷ । ଏଭଳି ସ୍ଥଉପରେ ଜାରି…

୪.୨ ତୀବ୍ରତାର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ (Earthquake in Afghanistan) । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ୪.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି।…

ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର

ଆମେ ଡାକ୍ତରଙ୍କୁ ଭଗବାନଙ୍କ ଭଳି ମାନିଥାଉ । ହେଲେ ହାତ ଗଣତି କିଛି ଟଙ୍କା ପାଇଁ ସେମାନେ ଭଗବାନରୁ ସୈତାନ ପାଲଟିଯାଆନ୍ତି, ତାହାର ସଦ୍ୟତମ ଘଟଣା ଦେଖିବାକୁ…

ପୁଅ ସହ ପରିବାରକୁ ନିଆଁ ଲଗାଇ ହତ୍ୟା କଲା ବାପା !

ଜମିବାଡି ବିବାଦକୁ କେନ୍ଦ୍ର କରି ଜନ୍ମକଲା ବାପା ନିଜ ପୁଅ, ବୋହୂ ଏବଂ ନାତି ନାତୁଣୀଙ୍କୁ ନିଆଁ ଲଗାଇ କଲା ହତ୍ୟା । ପୁଅକୁ ପେଟ୍ରୋଲ ପକାଇ…

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସାଇକ୍ଲୋନ୍ ଆସାନି ପାଇଁ ପ୍ରସ୍ତୁତି ଚାଲିଛି |

ବର୍ଷର ପ୍ରଥମ ସାଇକ୍ଲୋଥନ୍ ଆସାନି ବଙ୍ଗୋପସାଗରରେ ପ୍ରବାହିତ ହେବା ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ଶନିବାର ଦିନ ପ୍ରସ୍ତୁତି ଚାଲିଛି ବୋଲି ଘୋଷଣା କରିଛି।…

 ଅପ୍ରେଲ ୨୪ରେ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ ଏବଂ କାଶ୍ମୀରକୁ ପ୍ରଥମ ଗସ୍ତରେ ଯିବେ ମୋଦି। ହେଲେ ପଞ୍ଚାୟତରାଜ ଦିବସରେ ଯୋଗ ଦେବା ଲାଗି ସେ ଜାମ୍ମୁ ଏବଂ…

ଖୁବଶୀଘ୍ର ହାଇଦ୍ରାବାଦରେ ଇଞଗରେ ମିଳିବ ସୁନା

ଏଣିକି ଭାରତରେ ଦେଖିବାକୁ ମିଳିବ ସୁନା ଇଞଗ । ତେବେ ଏହି ସୁନା ଇଞଗ ହାଇଦ୍ରାବାଦରେ ଖୁବଶିଘ୍ର ଖୋଲିବ। ଏହି ସୁନା ଏଟିଏମର ଗ୍ରାହକଙ୍କ ପାଇଁ ଟଙ୍କା…

ବାଂଲାଦେଶ ଇସ୍କନ ମନ୍ଦିରରେ ୨୦୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ରଚିଲେ ଆତଙ୍କ

  ବାଂଲାଦେଶରେ ପୁଣି ହେଲା ମନ୍ଦିର ଉପରେ ଆକ୍ରମଣ। ଗତ ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢାକାରେ ଏକ ଇସ୍କନ (ଓଝକଉଙଘ)ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ କରିଥିବା…

ବିଜେଡିକୁ ବିପୁଳ ବିଜୟ ପାଇଁ ବିଧାୟିକାଙ୍କ ପ୍ରୟାସ ଆରମ୍ଭ I

ଚମ୍ପୁଆ ଏନଏସି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ବିଧାୟିକା ମିନାକ୍ଷୀ ମହାନ୍ତ ଆଜି ପ୍ରୟାସ ଆରମ୍ଭ କରିଛନ୍ତି । ୧୩ ଗୋଟି ୱାର୍ଡ…