ଫୋକସ ପ୍ଲସ ର ମହାପ୍ରଭାଵ : ଦିବ୍ୟାଙ୍ଗ ପାଇଲେ ଅଧିକାର

ଫୋକସ ପ୍ଳସ ନିୟୁଜ୍‌ ଚ୍ୟାନେଲରେ ଖବର ପ୍ରସାରଣ ପରେ ଶେଷରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା। ଦୀର୍ଘ ଦିନ ଧରି ସରକାରୀ ସହାୟତା ପାଇଁ ଅପେକ୍ଷା କରୁଥିବା…