ବିଦେଶରେ ରହିଛି ଢେଙ୍କାନାଳ ଆମ୍ରପଲ୍ଲୀ ଆମ୍ବର ଚାହିଦା

ଢେଙ୍କାନାଳ ଆମ୍ବ ର ସ୍ୱାଦ ଚାଖିବେ ବିଦେଶୀ । ଢେଙ୍କାନାଳ ରୁ ସୁଆଦିଆ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ, ଜର୍ମାନୀ, ବର୍ମିଙ୍ଗହାମ ଭଳି ଦେଶକୁ  ରପ୍ତାନୀ କରାଯାଇଛି। ଚଳିତ…