ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଲା ଟଙ୍କାର ପାହାଡ଼। ନଗଦ……

ଅବସରର ଦିନକ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଲେ RD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ଷଡ଼ଙ୍ଗୀ । ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଲା ଟଙ୍କାର ପାହାଡ଼ । ନଗଦ…

ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି

ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ…

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା 4 ଦିନ ପୋଲିସ୍‌ ରିମାଣ୍ଡରେ ଗଲେ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା 4 ଦିନ ପୋଲିସ୍‌ ରିମାଣ୍ଡରେ ଗଲେପୋଲିସ୍‌ ରିମାଣ୍ଡ ନିର୍ଦ୍ଦେଶ ଦେଲେ ହରିଆଣାର ହିସାର ଜିଲ୍ଲା କୋର୍ଟପାକିସ୍ତାନୀ ନାଗରିକଙ୍କ ସହ ନିୟମିତ ସଂପର୍କ ଅଭିଯୋଗରେ…

ରାଜ୍ୟ କ୍ୟାବିନେଟ୍‌ରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି

ନାମଲେଖାରେ ରହିବ ୧୧.୨୫ ପ୍ରତିଶତ ସଂରକ୍ଷଣ। ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା…

ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର କର୍ଣ୍ଣେଲ ସୋଫିଆ କୁରେସିଙ୍କ ସୂଚନା

ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରିଛି: ସୋଫିଆପାକିସ୍ତାନ ଗୁରୁବାର-ଶୁକ୍ରବାର ରାତିରେ ଭାରତୀୟ ବିଭିନ୍ନ କ୍ଷେତ୍ରକୁ ଲକ୍ଷ୍ୟ କରି ୩୦୦ରୁ ୪୦୦ ଡ୍ରୋନ୍‌ ଆକ୍ରମଣ କରିଥିଲା। ଭାରତୀୟ…

ଅବକାରୀ ବିଭାଗରେ ପ୍ରବଳ ଲୁଟୁଥିଲେ!ଭିଜିଲାନ୍ସ ଧରିଲା ଢେଙ୍କାନାଳ ଅବକାରୀ ଅଧୀକ୍ଷକଙ୍କୁ।

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧୀକ୍ଷକକାର୍‌ ଓ ୩ ଲକ୍ଷ ଟଙ୍କା ସହ କ୍ରିଷ୍ଣା ନାୟକଙ୍କୁ ଧରିଲା ଭିଜିଲାନ୍ସଟଙ୍କା କାହାର, କେଉଁଠାକୁ ନେଉଥିଲେ ଚାଲିଛି ଖୋଳତାଡ଼ଆୟ ବହିର୍ଭୂତ…

ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା

ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିଜୁ ଜନତା ଦଳକୁ ଟାର୍ଗେଟ କରି କହିଲେ…..

ଶ୍ରୀ ମିଶ୍ର ପୁଣି ଥରେ ହୁଇସିଲ୍‌ କଥା କହିଛନ୍ତି। ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ଆମେ ମଧ୍ୟ ହୁଇସିଲ  ବାଜିବାର ଅପେକ୍ଷାରେ ଅଛୁ। ଯେଉଁଦିନ…

ଘରୁ ମିଳିଲା ୨ ଜଣଙ୍କ ଝୁଲନ୍ତା ମୃତଦେହ

ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର-ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ମିଳିଲା ମୃତଦେହ-ଛାତ ଉପରେ ଥିବା ଆଜବେଷ୍ଟସ୍ ଘରୁ ମିଳିଲା ଯୁବକଯୁବତୀଙ୍କ ମୃତଦେହ-ପୋଲିସ ପହଞ୍ଚିବା ବେଳକୁ ଘର ଖୋଲାଥିବା…