ଦେହରେ କିରୋସିନ ଢାଳି ଜଳିଗଲେ ଯୁବତୀ

କେନ୍ଦ୍ରାପଡ଼ା: ରାଜ୍ୟରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପୁଣିଥରେ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଜଣେ ଯୁବତୀ…

ଭାରତୀୟ ସଂସ୍କୃତିକୁ ଆପଣେଇଲେ ବିଦେଶୀ

ଭାରତରେ ପ୍ରତେକ ଲୋକ ଆଧୁନିକତାକୁ ଅଧିକମାତ୍ରାରେ ଆପଣେଇଛନ୍ତି। କାରଣ ‌ସେମାନେ ଏହାକୁ ଫ୍ୟାସନ୍ ବୋଲି ଭାବୁଛନ୍ତି। ଆମେରିକାରେ ପ୍ରାୟତଃ ଲୋକମାନେ ବାସ୍ତବ‌ତାକୁ ଗ୍ରହଣକଲେଣି ଏବଂ ଆଧ୍ୟାତ୍ମିକତାକୁ ଆପଣେଇଲେଣି।…

ପୁଣି ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା

ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ଗୁପ୍ତ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା…

ଗରମ ଗୁଳୁଗୁଳିରୁ ମିଳିବ ତ୍ରାହି; ସାରା ରାଜ୍ୟରେ ବର୍ଷିବ

ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରିବା ସହ କିଛି ସ୍ଥାନରେ ବର୍ଷା ସମୟରେ…

ମନମୋହନଙ୍କ ଅନାସ୍ଥା ଉତ୍ତର ଉପରେ ପ୍ରତିକ୍ରିୟା ରଖି ଅରୁଣ ସାହୁ କହିଲେ….

ଭୁବନେଶ୍ୱର : ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ…

ଲର୍ଡ୍ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା

ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଟ୍ରଫି ଜିତି ଇତିହାସ ରଚିଲାଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା WTC ଚାମ୍ପିୟନ୨୮୨ ଟାର୍ଗେଟକୁ ୫ ୱିକେଟ ହରାଇ ହାସଲ…

ଦୀପକ ସାହୁର ପାଦ ଚଟା କୁକୁର ସାମ୍ବାଦିକ ଗୋପାଲ ପ୍ରସାଦ ଅଗ୍ରୱାଲ

*ଦୀପକ ସାହୁର ପାଦ ଚଟା କୁକୁର ସାମ୍ବାଦିକ ଗୋପାଲ ପ୍ରସାଦ ଅଗ୍ରୱାଲ*ମିଛ ଖବର ଲେଖି ଳୋକଙ୍କୁ ଭ୍ରମିତ କରୁଛି ଗୋପାଲ ପ୍ରସାଦ ଅଗ୍ରୱାଲ*ଗରିବଙ୍କ କଣ୍ଟ୍ରୋଲ ଚାଉଳ ହେର…

୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ:ପ୍ରଭାତ

ମେ’ ୨୯ର ଅପରେସନକୁ ନେଇ ବଡ଼ ବୟାନକଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ୨୦୧୨ ମସିହା ମେ’ ୨୯କୁ ଭୁଲି ହେବନି ପ୍ରଭାତ‘୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ…

୧୬ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ…

ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ!

ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ! ଓଡ଼ିଶାର ଏ…

ସିବିଆଇ ତଦନ୍ତ ହେଉ: ଦୀପାଳି

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଝିଅ ଦୀପାଳିଙ୍କ ପ୍ରତିକ୍ରିୟା‘ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜନୀତି କରୁଛି’‘ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି’‘ପରିବାରରେ ଆଲୋଚନା ଚାଲିଛି,…

ମରିଯିବେକି ରାହୁଲ ଗାନ୍ଧୀ!

Rahul gandhi : ପୁଣି ବିବାଦରେ ରାହୁଲ ଗାନ୍ଧୀ।ଭାଷା ଠାରୁ ଭାଷା, ଅଞ୍ଚଳରୁ ଅଞ୍ଚଳ ଏବଂ ଧର୍ମରୁ ଧର୍ମକୁ ଭେଦଭାବ ବିଷୟରେ କହିବା ରାହୁଲ ଗାନ୍ଧୀଙ୍କ ବିଭେଦକାରୀ…