ରାଜ୍ୟ ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ! Sukanta NayakMarch 6, 2025 ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ! ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ!
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ନିର୍ବାଚନ ଫଳାଫଳ ଘୋଷଣା | ବିଜେଡି ଗଡ଼ ରେ ଫୁଟିଲା ପଦ୍ମ | ପୌରାଞ୍ଚଳ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଉତ୍ସବ ମୁଖର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି…
ହୋଲି ହେଲା କାଳ,ଠାକୁର ପରିକ୍ରମା ବେଳେ ଠାକୁରଙ୍କୁ ଅଣ୍ଡା ମାଡ ଫୋକସ ପ୍ଲସ 9/3/2023(ଗଜପତି): ହୋଲିରେ ଠାକୁରଙ୍କୁ ଧରି ନଗର ପରିକ୍ରମା କରୁଥିବା ଲୋକଙ୍କ ଉପରେ ଅଣ୍ଡା ମାଡ଼। ଅଣ୍ଡା ମାଡ଼କୁ ନେଇ ଦୁଇ ଗୋଷ୍ଠୀ ଭିତରେ ହାତାହାତି…
ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ । କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM