ବାବୁଙ୍କ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ।

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ପିପିଲି ଓ…

ପୂଜକଙ୍କୁ ନିର୍ମମ ହତ୍ୟା

କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି (୩୬)ଙ୍କୁ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଉଭୟ ମୃତକ ଓ ଅଭିଯୁକ୍ତ…

ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ

ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ  ମହାନଗର ନିଗମ ଅଞ୍ଚଳରେ ୨ଟି କୁକୁର ଉଦ୍ଧାର ଗାଡ଼ି ବୁଲିବ। ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି। ପ୍ରତି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟସ୍ଥଳ-ବାୟୁ-ନୌସେନା ମୁଖ୍ୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତିCDS ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେଅପରେସନ ‘ସିନ୍ଦୁର’ର…

‘ପାଣି ଓ ରକ୍ତ ଏକାସାଙ୍ଗରେ ବହିପାରିବ ନାହିଁ’:ପ୍ରଧାନମନ୍ତ୍ରୀ

ଏ ସମୟ ଯୁଦ୍ଧର ସମୟ ନୁହେଁ, କିନ୍ତୁ ଆତଙ୍କବାଦର ସମୟ ବି ନୁହେଁ’ଟେରର ଓ ଟକ୍ ଏକାସାଙ୍ଗେ ହୋଇପାରିବ ନାହିଁଟେରର ଓ ଟ୍ରେଡ୍ ଏକାସାଙ୍ଗେ ହୋଇପାରିବ ନାହିଁ‘ପାଣି…

ଅପରେସନ ସିନ୍ଦୂରରୁ ଆମେ କ’ଣ ପାଇଲୁ…’: ଜୟରାମଙ୍କ ପ୍ରଶ୍ନ

: ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ନୂଆଦିଲ୍ଲୀ କ’ଣ ଭାରତ ଏବଂ ପାକିସ୍ତାନ…

ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ

ଗୁଣୁପୁର ଜିଆଇଇଟି ବିଶ୍ଵବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ। କମ୍ପୁଟର ବିଭାଗରେ ସର୍ଟସର୍କିଟରୁ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା…

ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଗଲା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଥିବା ଦିଲ୍ଲୀ ଇଣ୍ଡିଆ ଗେଟ୍‌‌କୁ ଖାଲି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଯାଇଛି। ଭାରତ ଏବଂ…

ପାକିସ୍ତାନର ୮ ମିସାଇଲକୁ ନଷ୍ଟ କଲା S-୪୦୦, ଭାରତର ପାଲଟା ଜବାବ

ଆପରେସନ ସିନ୍ଦୂର ପରେ ବିଚଳତି ହୋଇ ଉଠିଛି ପାକିସ୍ତାନ । ସୀମାରେ ଲଗାତାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ପାକିସ୍ତାନ ସେନା । ଏହାରି ଭିତରେ ଜମ୍ମୁର…

ବର୍ଷର ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ, ପାସ୍‌ ହାର ୯୪.୯୩%

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକା ଉନ୍ମୋଚନ…

ରାଜ୍ୟରେ କେତେ ଅସୁରକ୍ଷିତ ନାବାଳିକା?

ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତାମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା। ନାବାଳିକାଙ୍କୁ କିପରି ସୁରକ୍ଷା…