ରାଜ୍ୟ ଆଉ ଦୁଇ ଦିନ ମଧ୍ୟରେ ସରିବ ମାଟ୍ରିକ୍ ଖାତା ଦେଖା Sukanta NayakApril 8, 2025 ମେ’ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଗ୍ରେସ୍ ମାର୍କ ସମ୍ପର୍କରେ ନିଷ୍ପତ୍ତି ନେବ ପରିଚାଳନା କମିଟି
ବଜାରରେ ମିଳିବନି ଖୋଲା ରନ୍ଧନ ଗ୍ୟାସ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସୂଚନା ଗତ ୩ ଦିନର ଭିତରେ ୧୨୫ ରୁ ଅଧିକା ଗ୍ୟାସ ସଲିଣ୍ଡର ଜବତ କରିଛନ୍ତି ସରକାର । ପ୍ରଶାସନର ପଦକ୍ଷେପ କୁ ନେଇ ଛାନିଆ ଦଲାଲ । …
କାର୍ତ୍ତିକ ମାସରେ ପନିପରିବା ଦର ଆକାଶଛୁଆଁ ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକରେ ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ବିଶେଷ କରି କଞ୍ଚା ପରିବା ଏବଂ ପିଆଜ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ…
କ୍ୟାନସର ରୋକିବ ଆୟୁର୍ବେଦିକ ଔଷଧ ଫୋକସ ପ୍ଲସ 12/4/23(ବ୍ୟୁରୋ): ଶରୀରରେ କ୍ୟାନସର ବିକଶିତ ହେବନି! ସେଲସକୁ ଧୀମା କରିଦେବ ଆୟୁର୍ବେଦ ମେଡିସିନ ‘B2S2’, ଆୟୁଷ ମନ୍ତ୍ରଣାଳୟର ବଡ଼ ସଫଳତା ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ…