accident ପିକ୍ଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ Sukanta NayakNovember 20, 2025 ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର ଫେରାର, ଗ୍ରାମାଞ୍ଚଳ ପୋଲିସର ତଦନ୍ତ
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ କେନ୍ଦୁଝର: ସରକାରଙ୍କ ସବୁ ପ୍ରକାର ଚେଷ୍ଟା ସତ୍ୱେ ମଧ୍ୟ କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳରେ ସଡକ ଦୁର୍ଘଟଣା ମୃତ୍ୟୁ ହାର କମିବାର ନା ଧରୁନାହିଁ । ଲୁହାପଥର…
ଦୁଖଃଦ ଖବର :ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ…
ଟିପର ଧକ୍କାରେ ବାଇକ ଆରୋହି ମୃତ! କାମାକ୍ଷାନଗର: ଥାନା ଜିରିଡ଼ାମାଳି ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଟିପର ଧକ୍କାରେ ବାଇକ ଆରୋହି ମୃତ।ମୃତକ ହେଲେ ପର୍ଜଙ୍ଗ ଥାନା ବଡଝରା ଗ୍ରାମର ଟିଟନ…