ରାଜନୀତି ଫେବୃଆରୀ 7 ତାରିଖରୁ ପୁଣି ଖୋଲିବ ସ୍କୁଲ ଏବଂ କଲେଜ FOCUS PLUSFebruary 3, 2022 ଅଷ୍ଟମ ଶ୍ରେଣୀରୁ ଯୁକ୍ତ ଦୁଇ ଏବଂ ସବୁ ପ୍ରକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ବିଦ୍ୟାଳୟ ମଧ୍ୟ ଫେବୃଆରୀ 7 ତାରିଖରୁ ଖୋଲିବ ବୋଲି, କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର, ଏବଂ ଯଥାକ୍ରମେ କେଜି ଠୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ, ଚଳିତ ବର୍ଷ 14 ଫେବୃଆରୀ ଖୋଲିବ, ବୋଲି ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ମୁଖ୍ୟ ଶାସନ ସଚିବ
ନୁପୁର ଶର୍ମାଙ୍କ ବିରୋଧରେ ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ: ସୁପ୍ରିମକୋର୍ଟ ଫୋକସ ପ୍ଲସ(ବ୍ୟୁରୋ)୧୦/୦୮/୨୦୨୨: ବିଭିର୍ନ ଦେଶରେ ନୁପୁର ଶର୍ମାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲା ଦିଲ୍ଲୀକୁ ହସ୍ତାନ୍ତର କରାଯିବ ବୋଲି ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।ପ୍ରୋଫେଟ ମହମ୍ମଦଙ୍କ…
ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା !ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ମମତା ମହନ୍ତବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ମମତାଆସନ୍ତାକାଲି…
ଘର ପୋଡିଦେଲେ ଦୁବୃତ ଫୋକସ ପ୍ଲସ(ପିପିଲି)୨/୦୮/ ୨୦୨୨: ପିପିଲି ବ୍ଲକ ସରସ୍ୱତୀପୁର ଗ୍ରାମ ପଂଚାୟତର ସରସ୍ୱତୀପୁର ବାଲି ଉପର ସାହିରେ ଅଗ୍ନିକାଣ୍ଡ ଘଟିବା ଫଳରେ 6 ଗୋଟି ପରିବାରର ୧୦ ବଖରା…