ଖେଳ ବୁମରାହ କ୍ରିକେଟ ରଅଫ ଦି ଇୟର Sukanta NayakJanuary 27, 2025 ଯଶପ୍ରୀତ ବୁମ୍ରା ଟେଷ୍ଟରେ ବେଷ୍ଟବୁମ୍ରା ହେଲେ ICC ଟେଷ୍ଟ କ୍ରିକେଟର ଅଫ ଦି ଇୟର୨୦୨୪ରେ ୧୩ଟି ଟେଷ୍ଟ ଖେଳି ୭୧ଟି ୱିକେଟ ନେଇଥିଲେସ୍ମୃତି ମନ୍ଧାନା ICCର ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟରଦିନିକିଆରେ ୧୩ଟି ଇନିଂସରେ ୭୪୭ ରନ୍ କରିଥିଲେ ସ୍ମୃତି
ଇତିହାସ ରଚିଲେ ମନୁ-ସରବଜୋତ ଇତିହାସ ରଚିଲେ ମନୁ-ସରବଜୋତ | ପ୍ୟାରିସ ଅଲିମ୍ପିକ୍ସରୁ ଆସିଲା ପୁଣି ଏକ ଖୁସି ଖବର। ଆଉ ଏକ ପଦକ ହାତେଇଲା ଭାରତ। ଶୁଟିଂରେ ମନୁ ଭାକର ଓ…
IPL 2025 : ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ୍ ଟକ୍କର, ଫଳକୁ କମ ବ୍ୟାକ କଲେ କେଏଲ୍ ରାହୁଲ ଆଇପିଏଲ୍ ୨୦୨୫ । ଟୁର୍ଣ୍ଣାମେଣ୍ଟର ୧୦ ଲିଗ୍ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍…
ଆଜି ଭାରତ-ପାକିସ୍ତାନ ହାଇଭଲ୍ଟେଜ ଲଢେଇ ଚାମ୍ପିୟନସ ଟ୍ରଫିରେ ଆଜି ସବୁଠାରୁ ବଡ଼ ମ୍ୟାଚ୍। ହାଇଭୋଲଟେଜ୍ ଇଣ୍ଡିଆ-ପାକିସ୍ତାନ ଟକ୍କର। ଦୁବାଇରେ ହେବ ଏହି ମ୍ଯାଚ। ମୁହାଁମୁହିଁ ହେବ ଦୁଇ ପ୍ରତିନ୍ଦ୍ଵନ୍ଦ୍ଵୀ ଭାରତ –ପାକିସ୍ତାନ। ରୋହିତ…