ଖେଳଦେଶ ବିଦେଶରାଜ୍ୟସଂସ୍କୃତି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଆସିବ ନିର୍ଦ୍ଦେଶାବଳୀ…. Sukanta NayakOctober 26, 2024November 3, 2024 ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଯାତ୍ରାରେ ଅପ ସଂସ୍କୃତି ଆରମ୍ଭ ହୋଇଛି' ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି’`ଅଶ୍ଳୀଳତା ପାଇଁ ଦର୍ଶକ ମାନେ ମଧ୍ୟ ଦାୟୀ’
ରୁବ୍ଲେଭ୍ ବିଦା: ଚତୁର୍ଥ ରାଉଣ୍ଡରେ ମେଦ୍ଭେଦେଭ୍ ଓ ସାବାଲେଙ୍କା ମେଲ୍ବର୍ଣ୍ଣ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଶନିବାର ଷଷ୍ଠ ଦିବସରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଡାନିଲ ମେଦ୍ଭେଦେଭ୍ ପୁରୁଷ ଏକକ ଏବଂ…
ମହିଳା ଚେସ୍ ବିଶ୍ଵକପ୍ ୨୦୨୫ ଟାଇଟଲ ହାତେଇଛନ୍ତି ଦିବ୍ୟା। ଫାଇନାଲ ଲଢେଇରେ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ପରାସ୍ତ କରି ଟାଇଟଲ ନିଜ ନାଁରେ କରିଛନ୍ତି। ସେ FIDE ମହିଳା ଚେସ୍ ବିଶ୍ଵକପ୍ ଜିତିଥିବା ପ୍ରଥମ…
କାହିଁକି କାନ୍ଦି ପକାଇଲେ ସାନିଆ ? ଫୋକସ ପ୍ଲସ ୨୭/୧/୨୩(ବ୍ୟୁରୋ):ଭାରତର ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର ଶେଷ ହୋଇଛି। ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆଙ୍କୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଛି। ଏଥିସହ ସେ…