Breaking news ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ। Sukanta NayakFebruary 25, 2025 ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦ ମିନିଟରେ ଭୂମିକମ୍ପ
କେମିତି ଚିହ୍ନିବେ ନକଲି ନୋଟ? ଫୋକସ ପ୍ଲସ 12/4/23(ବ୍ୟୁରୋ): ଅସଲି ନୋଟ୍ ଓ ନକଲି ନୋଟ୍ ମଧ୍ୟରେ ଗାନ୍ଧୀଜୀଙ୍କ ଛବିରେ ପାର୍ଥକ୍ୟ ଦେଖିବାକୁ ପାଇବେ । ଅସଲି ନୋଟ୍ରେ ଗାନ୍ଧୀଜୀଙ୍କ ଫଟୋ ମଧ୍ୟରେ…
କାର ଓ ବାଇକ ଧକା, ୨ ମୃତ୍ୟୁ ଫୋକସ ପ୍ଲସ (ଗଜପତି)୨୭/୦୬/୨୦୨୨: ଗଜପତି ଜିଲ୍ଲା ମୋହନା ଥାନା ପଲି ଗଜପତି ଗାଁ ଛକରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି , ଫଳରେ ୨…
ପୁଲୱାମା ଆକ୍ରମଣର 3 ବର୍ଷ: ଅକ୍ଷୟ କୁମାର CRPF ଯବାନଙ୍କ ପାଇଁ ଦେଲେ ଶ୍ରଦ୍ଧାଞ୍ଜଳି ଅର୍ପଣ ତିନି ବର୍ଷ ପୂର୍ବେ, ଆଜି, ଫେବୃଆରୀ 14, ଜାମ୍ମୁ କାଶ୍ମୀରରେ 40 ଟି CRPF ଯବାନଙ୍କ ମୃତ୍ୟୁ ହେତୁ ଭାରତୀୟ ସୁରକ୍ଷା ବାହିନୀ ଉପରେ ହୋଇଥିଲା ଏକ…