Breaking news ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ Sukanta NayakAugust 5, 2024August 5, 2024 କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର କାରବାର ଅଭିଯୋଗରେ ୨ ଗିରଫ
ହୀରାକୁଦର ୪ ଗେଟ୍ ଖୋଲିଲା, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି ଖୋଲିଲା ହୀରାକୁଦ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା । ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍…
ଭିଆଇପି ଷ୍ଟାଟସ ମାଗୁଥିଲା ଝିଅ, ଏବେ ପୁରା ବାଟକୁ ଆସିଗଲା ବିବାଦରେ ଥିବା IAS ଅଧିକାରୀ ପୂଜା ଖେଡକରଙ୍କୁ ନେଇ ଆସିଲା ଏକ ବଡ ଖବର | ଆଗକୁ ଆଉ ଟ୍ରେନିଂ ନେଇ ପାରିବେନି IAS ପୂଜା ଖେଡକର।…
କାଦୁଅରେ ପଡି ଛଟପଟ ହେଉଥିଲା ହାତୀ ଛୁଆ, ତା’ପରେ… ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ବିଟ ଅଞ୍ଚଳର ସୁଦର୍ଶନପୁର ଗ୍ରାମ ନିକଟରେ ମଙ୍ଗଳବାର କାଦୁଅରେ ପଡି ଛଟପଟ ହେଉଥିବା ଏକ ଅସୁସ୍ଥ ଛୁଆ ହାତୀକୁ ଉଦ୍ଧାର କରାଯାଇ…