Breaking news କେନ୍ଦୁଝର ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ୍ Sukanta NayakDecember 29, 2024 -କେନ୍ଦୁଝର ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ୍-ବଗିଚା ସଫା କରୁଥିବା ବେଳେ ଚମ୍ପଟ୍ ମାରିଲା-ଚମ୍ପଟ୍ କଏଦୀ ଆଜୀବନ ସଜା କାଟୁଥିବା ପରେଶ ମୁଣ୍ଡା-୨୦୧୪ରେ ଏକ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲା
ତୁର୍କୀ ଏବଂ ସିରିଆରେ ତାଣ୍ଡବ ରଚିଥିଲା ଭୂମିକମ୍ପ ଫୋକସ ପ୍ଲସ 11/3/23(ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ତାଣ୍ଡବ ରଚିଥିଲା ଭୂମିକମ୍ପ । ଏହି ଭୟଙ୍କର ଘଟଣା ମନରୁ ନଲିଭୁଣୁ । ଏନ୍ଆରଏସ୍ସି ପକ୍ଷରୁ ଏକ ଚିନ୍ତା…
ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା ନୂଆପଡ଼ା: ନୂଆପଡ଼ାରେ ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ଭଡିଓ କରି ଆତ୍ମହତ୍ୟା ର କାରଣ ଦର୍ଶାଇଛନ୍ତି ମହିଳା କନେଷ୍ଟବଳ । ମହିଳା କନେଷ୍ଟବଳଙ୍କ ମୃତ୍ୟୁ…
ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍ରେ ଡ୍ୟାନ୍ସ ପରିବେଷଣ…