ରାଜ୍ୟ ପ୍ରାୟ ୨୫ ମିନିଟ୍ ଧରି ଉଡ଼ିଲା ଡ୍ରୋନ୍ Sukanta NayakJanuary 28, 2025 ପୁରୀ: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍-ନୀଳଚକ୍ର ଓ ପରିକ୍ରମା ମାର୍ଗ ଉପରି ଭାଗରେ ଉଡ଼ିଲା ଡ୍ରୋନ୍-ପ୍ରାୟ ୨୫ ମିନିଟ୍ ଧରି ଉଡ଼ିଲା ଡ୍ରୋନ୍-ଡ୍ରୋନ୍ କେଉଁଠାରୁ ଅପରେଟ୍ ହୋଇଥିଲା ଅସ୍ପଷ୍ଟ
ଫଟା ପାଲ ତଳେ ସଂସାର ଫୋକସ ପ୍ଲସ (ଦିଗପହଣ୍ଡି)୧୫/୦୭/୨୦୨୨:ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରଙ୍କ ଲମ୍ବା କିରଣ ପଡୁଛି। ଅସରାଏ ବର୍ଷା ରେ ଘରେ ଜଳାଶୟ ସୃଷ୍ଟି ହେଉଛି। ଘରର ଫଟା କାନ୍ଥ…
ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫ ହଜାର ଛୁଇଁପାରେ ଦର ଫୋକସ ପ୍ଲସ 16/4/23(ବ୍ୟୁରୋ): ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫ ହଜାର ଛୁଇଁପାରେ ଦର ଗତ ସପ୍ତାହକ ମଧ୍ୟରେ ସୁନା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା…
ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବାରମ୍ବାର ଦାବି ପରେବି ମିଳୁନି ସରକାରୀ ସହାୟତା ଫୋକସ ପ୍ଲସ 4/3/23(ବୋରିଗୁମ୍ମା): ଅବହେଳିତ ପରିବାରର ୩ଜଣ ଦିବ୍ୟଙ୍ଗ ଭାଇଭଉଣୀ ।। ବାରମ୍ବାର ଦାବି ପରେବି ମିଳୁନି ସରକାରୀ ସହାୟତା ।। ।।ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି…