Breaking news ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଜଣେ ମୃତ Sukanta NayakOctober 20, 2025 ମୃତକ ହେଲେ କୈଠଡା ଗାଁର ପିଣ୍ଟୁ ପଲେଇଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ-ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ
ଭୁଟାନ ଆପଣାଇବ ବିଏମ୍ସି ମଡେଲ ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ରହିଛନ୍ତି। ତାଙ୍କ ସହ କେତେଜଣ…
ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଗୃହପାଳିତ କୁକୁରକୁ ହତ୍ୟା କରି , ସାଂସଦଙ୍କ ଝରକା ପାଖରେ ବିକଳାଙ୍କ ଶବକୁ ଟାଙ୍ଗିଛନ୍ତି I ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଶୁକ୍ରବାର ଦିନ ମଧ୍ୟପ୍ରଦେଶରେ ଝରକା ପାଖରୁ ତାଙ୍କ ପୋଷା କୁକୁରକୁ ହତ୍ୟା କରି ଶବକୁ ଟାଙ୍ଗି ଦେଇଛନ୍ତି।ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ତାଙ୍କ ପୋଷା…
ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ୫ କର୍ମକର୍ତ୍ତା ବିଜେଡିରୁ_ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ବର ଜିଲ୍ଲା ଉପସଭାପତି ନରେନ ସାହୁ ଓ କିଶୋର ମହାନ୍ତି ନିଲମ୍ବିତ । ସଂପାଦକ ଗୁରୁଚରଣ ସାହୁ, ଅର୍ଜୁନ ବେହେରା ଓ କୁନ୍ମୁନି ପାତ୍ର ବିଜେଡିରୁ…