ରାଜ୍ୟ ରାଉରକେଲାରେ ନବନିର୍ମିତ ସର୍କିଟ ହାଉସ ଉଦଘାଟିତ Sukanta NayakNovember 15, 2025 ରାଉରକେଲାରେ ନବନିର୍ମିତ ସର୍କିଟ ହାଉସ ଉଦଘାଟିତଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଉପସ୍ଥିତ ଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ
ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ତାରିଖ 20.3.2022 ରବିବାର ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ “ଅଗ୍ରଗାମୀ ଯୁବକ ସଙ୍ଘ” ଠାରେ ସଙ୍ଘର ସଭାପତି ସର୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ…
ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକାର୍ପଣ ଉତ୍ସବ। ଫୋକସ ପ୍ଲସ ୪/୬/୨୨(ବାଲେଶ୍ଵର):ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡର…
ସାର ପାଇଁ ହନ୍ତସନ୍ତ ଚାଷୀ ଫୋକସ ପ୍ଲସ (ବୋରିଗୁମ୍ମା)୩୦/୦୬/୨୦୨୨: ଚାଷୀଙ୍କ ସମସ୍ୟା କଥା ପଚାରିଲେ ମୁହଁ ବୁଲେଇ ଦେଇ ପଳାଉଛନ୍ତି ମେଡମ ।ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ଅଞ୍ଚଳରେ ଚାଷୀ ଅସନ୍ତୋଷ…