Breaking news ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର Sukanta NayakAugust 19, 2025 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ
ଜୁଆଣିଆରେ ରାଜନୈତିକ ହିଂସା ଫୋକସ ପ୍ଲସ 8/3/23(ଆଳି): ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମରେ ଏକ ଗାଡି ପୋଡି ଓ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲା କୁ ନେଇ ଗାଁ ରେ…
ସଞ୍ଜ ସଳିତା ନିଆଁରେ ଜଳି, ମହିଳା ଓ ବୃଦ୍ଧାଙ୍କ ମୃତ୍ୟୁ ଫୋକସ ପ୍ଲସ (କୋଣାର୍କ)୨୫/୦୬/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ଗଣେଶ୍ବରପୁର ଗାଁରେ ଗତ ୨୩ ତାରିଖ ଦିନ ବୁଲବୁଲ୍ ମଲ୍ଲିକ ନାମକ ୩୪ ବର୍ଷୀୟ ଜଣେ ମହିଳା…
ସମ୍ବଲପୁର କୋର୍ଟକୁ ବୋମା ଧମକ, ଧମକପୂର୍ଣ୍ଣ ମେସେଜ ପରେ ସୁରକ୍ଷା କଡାକଡି ସମ୍ବଲପୁର: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ | କୋର୍ଟକୁ ବୋମାରେ ଉଡାଇ ଦେବାକୁ ଇ-ମେଲ ମାଧ୍ୟମରେ ଧମକ ଆସିଛି | ଧମକ ମିଳିବା ପରେ କୋର୍ଟ…