Breaking news ଖଣି ବ୍ୟବସାୟୀଙ୍କ ଘରେ EDରେଡ୍ Sukanta NayakJanuary 8, 2025 ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ
ନିଶାସକ୍ତ ଅବସ୍ଥାରେ ବିଷାକ୍ତ ସାପ ସହ ଖେଳ ଫୋକସ ପ୍ଲସ (ନବରଙ୍ଗପୁର) ୦୧/୦୭/୨୦୨୨: ନବରଙ୍ଗପୁର ଜିଲ୍ଲା ଜାମ୍ବଗୁଡା NH ଛକ ଠାରେ lଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଥିଲା | ମଦ ପିଇ ନିଶାସକ୍ତ…
ଏଚ୍ ଡି ବି ଫାଇନାସ କମ୍ପାନୀର ଦାଦାଗିରି ଫୋକସ ପ୍ଲସ 12/3/23(ବ୍ୟୁରୋ): ସରକାର ତଥା ରିଜର୍ଭ ବ୍ଯାଙ୍କ ର ନିୟମ ଅନୁସାରେ ଭାରତରେ ଥିବା ସମସ୍ତ ବ୍ଯାଙ୍କ ଓ ଫାଇନାସ ସଂସ୍ଥା ଗୁଡିକ କାର୍ଯ୍ୟ କରିବା…
ମନ୍ଦିର ତାଲା ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ମା’ ତାରିଣୀଙ୍କ ସୁନା ଅଳଙ୍କାର ସବୁ ଲୁଟ ଚାନ୍ଦବାଲି: ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି ମାମଲା | ଠାକୁରଙ୍କୁ ବି ଛାଡିଲେନି ଚୋର | ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ |…