ରାଜ୍ୟ ସିବିଆଇ ତଦନ୍ତ ହେଉ: ଦୀପାଳି Sukanta NayakJanuary 19, 2025 ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଝିଅ ଦୀପାଳିଙ୍କ ପ୍ରତିକ୍ରିୟା‘ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜନୀତି କରୁଛି’‘ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି’‘ପରିବାରରେ ଆଲୋଚନା ଚାଲିଛି, ତଦନ୍ତ ପାଇଁ ଲେଖିକି ଜଣାଇବୁ’
ପ୍ରାଣୀମିତ୍ର ନିଯୁକ୍ତିରେ ଚଞ୍ଚକତା, ଅଭିଯୋଗ ଆଣିଲେ ମହିଳା ଫୋକସ ପ୍ଲସ (ଭଦ୍ରକ)୨୭/୦୭/୨୦୨୨: ସୂଚନାରୁ ପ୍ରକାଶ ଯେ (2021,ଡିସେମ୍ବର)ମାସ ହୋଇଥିବା ପ୍ରାଣୀମିତ୍ର ନିଯୁକ୍ତିରେ ଚଞ୍ଚକତା ନେଇ ଅଭିଯୋଗ ଆଣିଲେ ମଞ୍ଜୁଲତା ପଣ୍ଡା ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଦିବସ ପାଳିତ ଫୋକସ ପ୍ଲସ(ନବରଙ୍ଗପୁର)୨୧/୦୮/୨୦୨୨: ଜିଳ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ…
ବିଶ୍ୱ ବଜାରରେ କୋରାପୁଟ କଫିର ନୂଆ ପରିଚୟ, ବଢୁଛି ଚାହିଦା କୋରାପୁଟ ପାହାଡ଼ିଆ ମାଟିରେ ଉତ୍ପାଦିତ କଫି ଏବେ ଓଡ଼ିଶା ସୀମା ଡେଇଁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ନିଜର ପରିଚୟ ଗଢ଼ିଛି । ବିଶେଷକରି ଆରବିକା କଫିର…