ଖେଳ ସିରିଜ୍ ଜିତିଲା ଭାରତ। Sukanta NayakJanuary 31, 2025 -ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ରେ ଭାରତର କବ୍ଜା-୪ର୍ଥ ମ୍ୟାଚ୍ରେ ୧୫ ରନ୍ରେ ଇଂଲଣ୍ଡକୁ ହରାଇଲା ଭାରତ-ଭାରତର ସ୍କୋର- ୧୮୧/୯, ଇଂଲଣ୍ଡ ୧୬୬-୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୩-୧ରେ ଅଗ୍ରଣୀ
ଭାରତ ପାଇଁ ବଡ଼ ବିଜୟ, ବସ୍ ଭଳି ଫାଇନାଲ୍ ମ୍ୟାଚ୍ ରେ ପ୍ରବେଶ କଲା ଭାରତ | କ୍ରିକେଟ16/11/2023;ବୁଧବାର ସମଗ୍ର ଦେଶ ପାଇଁ ସ୍ମରଣୀୟ ଦିନ ହୋଇଗଲା | ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ | ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ…
ରାଧ୍ୟ୍ୟଶ୍ୟାମ ମେମୋରିଆଲ ତରଫରୁ ଆୟୋଜିତ ତୃତୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ଯାଜପୁର: ଜିଲ୍ଲା କଳିଙ୍ଗନଗର ଅନ୍ତର୍ଗତ ଗୋବରଘାଟି ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଅଛି.ଖେଳ ହେଉଛି ଭାଇଚାରା ର ବଢାଇବା ର…
ଶ୍ରୀଲଙ୍କାକୁ ହରାଇଲା ଭାରତ କଲମ୍ବୋ : ଶ୍ରୀଲଙ୍କାର ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଶ୍ରଲଙ୍କାକୁ ୪୩ ରନରେ ପରାସ୍ତ କରିଛି ଭାରତ ।ଘରୋଇ ଶ୍ରୀଲଙ୍କା ଦଳର…