ଖେଳ ସିରିଜ୍ ଜିତିଲା ଭାରତ। Sukanta NayakJanuary 31, 2025 -ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ରେ ଭାରତର କବ୍ଜା-୪ର୍ଥ ମ୍ୟାଚ୍ରେ ୧୫ ରନ୍ରେ ଇଂଲଣ୍ଡକୁ ହରାଇଲା ଭାରତ-ଭାରତର ସ୍କୋର- ୧୮୧/୯, ଇଂଲଣ୍ଡ ୧୬୬-୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୩-୧ରେ ଅଗ୍ରଣୀ
ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ର ୩ୟ ମ୍ୟାଚ୍ରେ ଭାରତ ପରାସ୍ତ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ର ୩ୟ ମ୍ୟାଚ୍ରେ ପରାସ୍ତ ହୋଇଛି ଭାରତ । ୧୭୨ ରନ୍ ବିଜୟ ଲକ୍ଷ୍ୟ…
ଦିନିକିଆରୁ ଅବସର ନେଲେ ଗ୍ଲେନ୍ ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
ସେମି ଫାଇନାଲରେ ଭାରତ ଚଳିତବର୍ଷ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଟିମର ଦବଦବା ଜାରି ରହିଛି। ଟୂର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ଦଳ । ଏହି ହ୍ୟାଟ୍ରିକ…