Breaking news ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ। Sukanta NayakFebruary 25, 2025 ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦ ମିନିଟରେ ଭୂମିକମ୍ପ
ତିନି ମାସରେ ପୁରଣ ହେବ ୩୪ ହଜାର ନିଯୁକ୍ତି odisha news : ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ…
ପ୍ରବଳ ବର୍ଷା, ୨୫ ଯାଏଁ ଡଙ୍ଗା ଚଳାଚଳ ବନ୍ଦ ଲଘୁଚାପ ପ୍ରଭାବରେ ଚିଲିକାରେ ପ୍ରବଳ ବର୍ଷା ସହ ପବନ ହେଉଛି । ପ୍ରବଳ ବର୍ଷା ହେବା ଫଳରେ ଚିଲିକାର ଜଳସ୍ତର ଧିରେ ଧିରେ ବଢିବାରେ ଲାଗୁଛି ।…
ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର…