ଅପରାଧ ଗୋରୁ ମାଫିଆଙ୍କୁ ପାନେ ଦେଲା ସମ୍ବଲପୁର ପୋଲିସ Sukanta NayakMarch 11, 2025March 11, 2025 ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସର ଏନ୍କାଉଣ୍ଟର-ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ-ଏନ୍କାଉଣ୍ଟରରେ ୨ ଅପରାଧୀ ଆହତ-ଗୁରୁତର ଦୁଇ ଅପରାଧୀଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର
ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ନିର୍ଯାତନା ଦେଇଥିଲେ ଭୋଗରାଇ ଥାନା IIC, ସସ୍ପେଣ୍ଡ୍ ହେଲେ ଜଳେଶ୍ବର: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍କାର୍ଯ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ୍ କଲେ ଡିଜିପିଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ନିର୍ଯାତନା ଦେଇଥିଲେବିନା ମାମଲାରେ…
ପଞ୍ଚାୟତର ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଫୋକସ ପ୍ଲସ ୨/୬/୨୨(ସୁନ୍ଦରଗଡ଼):ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ସଫଳ ରୂପାୟନ ହେବା ତ ଦୂରର…
ଗୋଟିଏ ରାତିରେ ପୋଡିଲେ ତିନି ଦୋକାନ ଫୋକସ ପ୍ଲସ 6/12/2022(ବାଲିଗୁଡା): ବାଲିଗୁଡା ନୂଆଁସାହି ନିକଟ ବଜାରରେ ଦୁର୍ବୁତ୍ତଙ୍କ ଉନ୍ନତ କାଣ୍ଡ ।ଗୋଟିଏ ରାତ୍ରରେ ପୋଡିଲେ ତିନୋଟି ଦୋକାନ । ଦୁର୍ବୁତ୍ତ ମାନେ ଗୋଟିଏ ଜଳଖିଆ ଦୋକାନ,ପରିବା…