ରାଜ୍ୟ ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା Sukanta NayakMarch 12, 2025 ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନାପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନାଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣମୋବାଇଲ ବ୍ୟାନ ପ୍ରତିବାଦରେ ସାମ୍ବାଦିକଙ୍କ ପ୍ରତିବାଦପ୍ରେସ ଗ୍ୟାଲେରୀକୁ ଗଲେ ନାହଁ ସାମ୍ବାଦିକ
ଗଞ୍ଜାମ ଜିଲ୍ଲାପାଳଙ୍କ ଶେରଗଡ଼ ବ୍ଳକ୍ ପରିଦର୍ଶନ ଓ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ଫୋକସ ପ୍ଲସ(ଶେରଗଡ଼)୦୭/୦୮/୨୦୨୨ :ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଳକ୍ ପରିଦର୍ଶନରେ ଆସି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ…
ଆଳି ବ୍ଲକରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ଫୋକସ ପ୍ଲସ:06/04(କେନ୍ଦ୍ରାପଡା ) ଆଳି ବ୍ଲକ ପେତପଡା ପଞ୍ଚାୟତ ରେ ଭୂମିକା ଚକ୍ଷୁ ଚିକିତ୍ସାଳୟ(ଜାରକା )ସହାୟତାରେ ମାଗଣା ଚକ୍ଷୁ ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା.…
ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଲା ପରିବା ବୋଝେଇ ଟ୍ରକ୍, ଚାଳକ ମୃତ ବାଲେଶ୍ୱର ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ପଶ୍ଚିମବଙ୍ଗରୁ ପରିବା ବୋଝେଇ କରି ଭୁବନେଶ୍ୱର ଅଭିମୁଖେ…