ପାଣିପାଗ ସୂଚନା ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରା Sukanta NayakMarch 18, 2025 ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରାଆଜି ଦିନ ସାଢ଼େ ୧୧ ଟା ସୁଦ୍ଧା ୩୬.୮ ଡିଗ୍ରୀ ରେକର୍ଡସମ୍ବଲପୁରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡହୀରାକୁଦ-୩୬, ଝାରସୁଗୁଡା- ୩୫.୪ ଡିଗ୍ରୀ, ରାଉରକେଲା-୩୩.୬ଭୁବନେଶ୍ବର-୩୨.୪, କେନ୍ଦୁଝର-୩୨.୧ ଡିଗ୍ରୀ ରେକର୍ଡ
ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପୁଣି ଛେଚିବ ବର୍ଷା । ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଉତ୍ତର ବଙ୍ଗୋପସାଗର ଓ…
ଉପରମୁହାଁ ପାରଦ ;ଆଜିଠୁ ବଢ଼ିବ ତାତି ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଜିଠୁ ଖରା ବଢ଼ିବ। ସପ୍ତାହେ ଯାଏଁ ଗରମ ସହ ଖରାରୁ ନିସ୍ତାର ନାହିଁ। ଏବେ ରାଜ୍ୟରେ…
ବାତ୍ୟା ନେଇ IMD ଡିଜିଙ୍କ ବଡ଼ ସୂଚନା ଫୋକସ ପ୍ଲସ(ବ୍ୟୁରୋ): ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ । ଓଡ଼ିଶାକୁ…