ପାଣିପାଗ ସୂଚନା ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରା Sukanta NayakMarch 18, 2025 ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରାଆଜି ଦିନ ସାଢ଼େ ୧୧ ଟା ସୁଦ୍ଧା ୩୬.୮ ଡିଗ୍ରୀ ରେକର୍ଡସମ୍ବଲପୁରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡହୀରାକୁଦ-୩୬, ଝାରସୁଗୁଡା- ୩୫.୪ ଡିଗ୍ରୀ, ରାଉରକେଲା-୩୩.୬ଭୁବନେଶ୍ବର-୩୨.୪, କେନ୍ଦୁଝର-୩୨.୧ ଡିଗ୍ରୀ ରେକର୍ଡ
ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ଫୋକସ ପ୍ଲସ 3/5/23 (ବ୍ୟୁରୋ):ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ…
ସୁବର୍ଣ୍ଣରେଖା ରେ ବନ୍ୟା ଆଶଙ୍କା ଫୋକସ ପ୍ଲସ(ବାଲିଆପାଳ)୧୪/୦୮/୨୦୨୨: ଲଘୁଚାପ ଜନିତ ବର୍ଷା ହେଉଥିବାରୁ ସୁବର୍ଣ୍ଣରେଖା ରେ ବନ୍ୟା ଆସିବାର ଆଶଙ୍କା ଦେଖାଯାଉଛି l ବିଶେଷ କରି ନଦୀ ପାଖରେ ଥିବା ବାଲିଆପାଳ ବ୍ଲକ…
୩ ଦିନ ପ୍ରବଳ ଛେଚିବ ! ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ…