ବାଣିଜ୍ୟ ସୁନା କିଣିବାକୁ ଡର ମାଡୁଛି Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ଜୁବିଲାଣ୍ଟ ଆଗ୍ରି ଏବଂ ଗ୍ରାହକ ଉତ୍ପାଦର ସିଇଓ ମନୁ ଅହୁଜାଙ୍କ ଦେହାନ୍ତ | ବାଣିଜ୍ୟ 10/12(ଫୋକସ ପ୍ଲସ); ଏକ ବିନିମୟ ଦାଖଲରେ କମ୍ପାନୀ କହିଛି ଯେ ଜୁବୁଲାଣ୍ଟ ଆଗ୍ରି ଏବଂ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (JACPL) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…
ବିମାନ ବନ୍ଦରରେ ନିର୍ମାଣ ହେବ ଆଉ ଏକ ଟର୍ମିନାଲ ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦର ପାଇଁ ହେଲା ବଡ ଘୋଷଣା । ଖୁବଶୀଘ୍ର ବିମାନ ବନ୍ଦରରେ ଆଉ ଏକ ଟର୍ମିନାଲ ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି…
ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ ବଜାରରେ ବିଭିନ୍ନ ପରିବାର ଦର ଆକାଶ ଛୁଆଁ ଥିବାବେଳେ ଏବେ ଆଳୁର ପାଳି | ହାଣ୍ଡିଶାଳକୁ ଏବେ ପରିବା ର ମହଙ୍ଗା ମାଡ | ଫଳରେ ମହଙ୍ଗା…