ଶିକ୍ଷା ୧୬ରୁ +୩ ନାମଲେଖା ଆବେଦନ Sukanta NayakApril 14, 2025 ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ ହେବ ପାଠ୍ୟକ୍ରମ
ଶିକ୍ଷିତ ଯୁବକ ଯୁବତୀ ଙ୍କ ସହ ଖେଳୁଛି ପ୍ରଶାସନ ଫୋକସ ପ୍ଲସ(ଉମରକୋଟ)୧୬/୦୮/୨୦୨୨: ପ୍ରଶାସନ ଶୁଣୁନି ଖେଳୁଛି ଶିକ୍ଷିତ ଯୁବକ ଯୁବତୀଙ୍କ ଭବିଷ୍ୟତ ଉପରେ |ବିଗତ ଦୁଇ ବର୍ଷ ହେବ ଉମରକୋଟ ରେ ଥିବା କର୍ମ ନିୟୋଜନ କାର୍ଯ୍ୟାଳୟ…
AIIMSରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ଦରମା ହେବ 67 ହଜାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବଠିଣ୍ଡା ବହୁ ସଂଖ୍ୟକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟକୁ ଯାଇ ଆବେଦନ କରିପାରିବେ।…
ପୁଣି ବିଦ୍ୟାଳୟରେ କେଳେଙ୍କାରି ଫୋକସ ପ୍ଲସ(ମାଲକାନଗିରି)୩/୦୯/୨୦୨୨: ଜିଲ୍ଲାପାଳ ଙ୍କୁ ଅସୁବିଧା ଜଣାଇବାକୁ ରାତିଅଧରେ ପାଚେରୀ ଡେଇଁ ଆସିଲେ ମାରିୱାଡା ଆଶ୍ରମ ବିଦ୍ୟାଳୟ ର 15 ରୁ 20 ଛାତ୍ର । ମାଲକାନଗିରି…