ରାଜ୍ୟ ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ Sukanta NayakJune 5, 2025 ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ
ଗିରଫ ହେଲା କୁଖ୍ୟାତ ପେଶାଦାର ଚୋର ଫୋକସ ପ୍ଲସ 1/11/22( ଜଗତପୁର ): ଜଗତପୁର ଥାନା ଅଧିନରେ ଥିବା ଏକ ଗୋଲ୍ଡ ଲୋନ୍ ଶାଖାରୁ ଚୋରି କରିଥିବା ଜଣେ କୁଖ୍ୟାତ ପେଶାଦାର ଚୋରକୁ ପୋଲିସ୍…
ପିସିସି ମୁଖପାତ୍ର ହେଲେ ପୀତବାସ ଫୋକସ ପ୍ଲସ 25/4/23(ବ୍ରହ୍ମପୁର): ସଦ୍ୟପ୍ରକାଶୀତ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ର ରାଜ୍ୟ ମୁଖପାତ୍ର ଭାବରେ ବ୍ରହ୍ମପୁର ର ପିସିସି ସଭ୍ୟ , ରାଷ୍ଟ୍ରୀୟ ମଜଦୂର…
ପ୍ରାଣୀ ଧନ ବିଭାଗ କୋମାରେ: ନିଗମ କମିସନର ଫୋକସ ପ୍ଲସ 23/4/23(ଗଞ୍ଜାମ): ଏକ ବୁଲା କୁକୁର ଅସୁସ୍ଥ ହୋଇ ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କ ସରକାରୀ ବାସଭବନ ସମ୍ମୁଖରେ ଦୀର୍ଘ ସମୟ ଧରି ପଡ଼ିରହିଥିଲା। ଯାହାଫଳରେ…