ରାଜ୍ୟ ବଦଳିଲେ ଭଦ୍ରକ ଏସପି। Sukanta NayakJune 6, 2025 ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍ପି ଭାବେ ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍ପି ଦାୟିତ୍ବରେ ଥିଲେ ମନୋଜ କୁମାର
ଜୁନ ୧୮ ରୁ ବନ୍ଦରକୁ ଅଚଳ କରିବ ଚାନ୍ଦବାଲି କଂଗ୍ରେସ ଧାମରା ବନ୍ଦରକୁ ନେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀବାସୀଙ୍କ ସବୁ ସ୍ୱପ୍ନ ଧୂଳିସାତ ହୋଇଛି। ନିଯୁକ୍ତି ସୁଯୋଗ ଠାରୁ ଆରମ୍ଭ କରି ପାରିପାର୍ଶ୍ବିକ ବିକାଶ ପାଇଁ ଗତ ୧୪…
ବାସ୍ ୩ଟି ସରଳ ଉପାୟରେ ଦୂର ହେବ ହଜମ ସମସ୍ୟା.. ଫୋକସ ପ୍ଲସ 16/4/23(ବ୍ୟୁରୋ): ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ। ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ହଜମ କ୍ରିୟା…
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଚଢ଼ାଉକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ ଫୋକସ ପ୍ଲସ(ବ୍ୟୁରୋ)04/08/2022: ନ୍ୟାସନାଲ ହେରାଲ୍ଡ ମାମଲାରେ ଜାରି ରହିଛି ଇଡିର ତଦନ୍ତ । ଦେଶର ବିଭିନ୍ନ ସ୍ଥାନରେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ଉପରେ ଚଢାଉ କରିଛି ପ୍ରବର୍ତ୍ତନ…