ରାଜ୍ୟ ବଦଳିଲେ ଭଦ୍ରକ ଏସପି। Sukanta NayakJune 6, 2025 ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍ପି ଭାବେ ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍ପି ଦାୟିତ୍ବରେ ଥିଲେ ମନୋଜ କୁମାର
ସତ ଦେଖେଇଲେ ସରକାରଙ୍କୁ ଲାଜ ଫୋକସ ପ୍ଲସ (ମୟୂରଭଞ୍ଜ)୧୦/୦୭/୨୦୨୨: ମୟୂରଭଞ୍ଜ ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଦୁର୍ନୀତି ଦୋଳି ଖେଳୁଥିବା ବେଳେ ମିଡ଼ିଆ ଭୟରେ କିଛି କର୍ମଚାରୀ…
ବିପଦ ସଂକୁଳ ଛାତତଳେ ପିଲାଙ୍କ ଭବିଷ୍ୟତ ଫୋକସ ପ୍ଲସ(କଣ୍ଟାମଲ)୧୬/୦୯/୨୦୨୨: ରାଜ୍ୟ ସରକାର ସାର୍ଟ ସ୍କୁଲସହ ଡିଜିଟାଲ ପାଠ ପଢିବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା କଥା ନେତା ମନ୍ତ୍ରୀ ମାନେ ଡିଣ୍ଡିମ ପିଠୁଥିବା…
ମହିଳାଙ୍କ ଚିକିତ୍ସା ପାଇଁ ସହାୟକ ହେଲେ ମାଣିକପାଟଣା ସ୍ବେଚ୍ଛାସେବୀ ଅନୁଷ୍ଠାନ ଫୋକସ ପ୍ଲସ (ନିଆଳି): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ, ଅରେହିକଣା ଗ୍ରାମର ଶଶୀକଳା ଧଳ ବୟସ 32ବର୍ଷ |ତାଙ୍କର ଦୀର୍ଘ ତିନିମାସ ହେବ ହାତଗୋଡ଼ ଫୁଲିବା…