ଅପରାଧ ସୁଧୁରୁ ନାହାନ୍ତି ନାଣ୍ଡୁ!ଆସୁଛି ଅଭିଯୋଗ ପରେ ଅଭିଯୋଗ। Sukanta NayakJune 9, 2025 ବଢ଼ିଲା ଯାତ୍ରା ମାଲିକ ନାଣ୍ଡୁଙ୍କ ପାଇଁ ଅଡ଼ୁଆଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ଏତଲାଲିଙ୍ଗରାଜ ଥାନାରେ ଏତଲା ଦେଲେ ଅଭିନେତ୍ରୀ ପୂଜାଯାତ୍ରାରେ ସୁଯୋଗ ଦେବା କହି କମ୍ପ୍ରମାଇଜ କରିବାକୁ କହିଥିବା ଏତଲାରେ ଉଲ୍ଲେଖ
ମନ୍ଦିର ଲୁଟିଲେ ଦୁର୍ବୁତ୍ତ ଫୋକସ ପ୍ଲସ (ବଡ଼ମ୍ବା)୨୦/୦୬/୨୨: ବଡ଼ମ୍ବା ଥାନା ଅନ୍ତର୍ଗତ ଝାଜିଆ ଗ୍ରାମରେ ଥିବା ଶିବଙ୍କ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରି। ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧ଲକ୍ଷ ରୁ…
ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରହିଙ୍କ ମୃତ୍ୟୁ I ଫୋକସ ପ୍ଲସ 21/11/22 (ଠାକୁରମୁଣ୍ଡା ):୫୩ ନମ୍ବର ରାଜ୍ୟ ରାଜପଥର ସୁନାରୀପୋଷି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ ଉପରେ ଚଢିଗୋଲା ସିମେଣ୍ଟ ଵୋଝେଇ ଟ୍ରକ ଜଣେ…
କୁଖ୍ୟାତ ଲୁଟେରା ଗିରଫ ଫୋକସ ପ୍ଲସ ୧୧/୬/୨୨ (ଉଦଳା): କପ୍ତିପଦା ବଜାର ମଧ୍ୟରୁ ଗତ ୭ତାରିଖ ଦିନ ଡିକି ଭାଙ୍ଗି ୨ଲକ୍ଷ ୪୦ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ…