ଦେଶ ବିଦେଶ ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ Sukanta NayakAugust 8, 2025 ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ ୫୦ % ଟାରିଫ ଘୋଷଣା କରିଛନ୍ତି ଟ୍ରମ୍ପ
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସାଇକ୍ଲୋନ୍ ଆସାନି ପାଇଁ ପ୍ରସ୍ତୁତି ଚାଲିଛି | ବର୍ଷର ପ୍ରଥମ ସାଇକ୍ଲୋଥନ୍ ଆସାନି ବଙ୍ଗୋପସାଗରରେ ପ୍ରବାହିତ ହେବା ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ଶନିବାର ଦିନ ପ୍ରସ୍ତୁତି ଚାଲିଛି ବୋଲି ଘୋଷଣା କରିଛି।…
ପୂରା ନକଲି ଦେଖିବାକୁ ଅସଲି: ଡିପ୍ଫେକ୍ ଭିଡିଓ କେମିତି ଜାଣିବେ | ଡିପ୍ଫେକ୍ କ’ଣ? ଡିପ୍ଫେକ୍ ହେଉଛି ଏକ ନକଲି ଭିଡିଓ, ଛବି କିମ୍ବା ଅଡିଓ ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ବ୍ୟବହାର କରି ପ୍ରସ୍ତୁତ କରାଯାଏ। ତାହା ଅବିକଳ…
ପୁଅ ସହ ପରିବାରକୁ ନିଆଁ ଲଗାଇ ହତ୍ୟା କଲା ବାପା ! ଜମିବାଡି ବିବାଦକୁ କେନ୍ଦ୍ର କରି ଜନ୍ମକଲା ବାପା ନିଜ ପୁଅ, ବୋହୂ ଏବଂ ନାତି ନାତୁଣୀଙ୍କୁ ନିଆଁ ଲଗାଇ କଲା ହତ୍ୟା । ପୁଅକୁ ପେଟ୍ରୋଲ ପକାଇ…