ସଂସ୍କୃତି ଆଜି ଗହ୍ମା ପୂର୍ଣ୍ଣିମା ବା ରାଖି ପୂର୍ଣ୍ଣିମା Sukanta NayakAugust 9, 2025August 11, 2025 ଭାଇ ହାତରେ ଅତି ସ୍ନେହରେ ରାଖି ବାନ୍ଧିବ ଭଉଣୀଭାଇର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ ଭଉଣୀଗହ୍ମା ପୂର୍ଣ୍ଣିମାରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିବଳଭଦ୍ର ଓ ଜଗନ୍ନାଥଙ୍କୁ ରାଖି ବାନ୍ଧିବେ ସୁଭଦ୍ରା
ଆସୁଛି ମା, ଜାଣନ୍ତୁ କେବେ ହେବ ଘଟସ୍ଥାପନା ଏବଂ ଶୁଭ ମୁହୂର୍ତ୍ତ ଆସୁଛି ପବିତ୍ର ପର୍ବ ଶାରଦୀୟ ନବରାତ୍ରି । ମା’ ଦୁର୍ଗାଙ୍କ ଆଗମନକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ । ୯ ଦିନ ଧରି ମା’ଙ୍କ ନବଦୁର୍ଗା ସ୍ୱରୂପର…
ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ଘୋଷଯାତ୍ରା ଫୋକସ ପ୍ଲସ (ଗୁଣପୁର) ୦୨/୦୭/୨୦୨୨: ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ରାୟଗଡା ଜିଲ୍ଲା ଗୁଣୁପୁର ରେ ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ର…
ଦେବସ୍ନାନ ଉତ୍ସବରେ ରାଜା ଦେବଦତ୍ତ ସିଂ ଦେଓ ଫୋକସ ପ୍ଲସ ୧୪/୬/୨୨ (ସୋରଡ଼ା): କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ପରେ ସୋରଡ଼ା ର ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ, ଆଜି ସୋରଡ଼ା…