ରାଜ୍ୟ ଘୋଷଣା ହେଲା ୧୨ ନୂଆ NAC Sukanta NayakAugust 16, 2025 ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ, ବାମରା
ଅଚାନକ ଆସିଲା ଉଡେଇନେଲା । ଫୋକସ ପ୍ଲସ 2/5/22(କନ୍ଧମାଳ):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କାଳ ବୋଇସାକ୍ଷୀ ର ତାଣ୍ଡବ ଖେଳିଛି ।ଯାହାରି ଫଳରେ ବାଲିଗୁଡା NAC ଦଣ୍ଡପଦର ୪ ନମ୍ବର ୱାର୍ଡ ର…
ଜନ୍ମଦିନରେ ଦୁଇ ବର୍ଷର ଶିଶୁ ଗରମ ସମ୍ବରର ପାତ୍ରରେ ପଡ଼ିବା ପରେ ମୃତ୍ୟୁ ବରଣ କରିଛନ୍ତି | ଆନ୍ଧ୍ରପ୍ରଦେଶର ଜଣେ ଦୁଇ ବର୍ଷର ବାଳିକା ରବିବାର ଦିନ ଜନ୍ମଦିନରେ ହଠାତ୍ ଗରମ ସମ୍ବର୍ ପାତ୍ରରେ ଖସିପଡିଥିଲେ। ତାଙ୍କୁ ବିଜୟୱାଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଶିଶୁଟି…
ଅକ୍ଟୋବର ୯ରେ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ…